ପୁଣି ଡରାଇଲାଣି କରୋନା: ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ !

The Sakala Picture
Published On

ଭୁବନେଶ୍ବର: ପୁଣି ଡରାଇବା ଆରମ୍ଭ କଲାଣି କରୋନା। ଓଡ଼ିଶାରେ ଓମିକ୍ରନର ସବ୍ ଭାରିଆଣ୍ଟ BF.7 ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗତ ଅକ୍ଟୋବରରେ ଠାବ ହୋଇଥିଲା ଏହି  BF.7 ସବ ଭାରିଆଣ୍ଟ । ଭାରତରେ ମୋଟ  BF.7ରେ  ୩ଜଣ ଆକ୍ରନ୍ତ ଠାବ ହୋଇଛନ୍ତି। ୩ ଜଣଙ୍କ ମଧ୍ଯରୁ ୨ଜଣ ଗୁଜୁରାଟର ଓ ଜଣେ ଓଡିଶାର ରହିଥିବା ଜଣାପଡ଼ିଛି। ଗୁଜୁରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରୁ ଜଣାପଡ଼ିଛି। ଏବେ ଚୀନରେ ଆତଙ୍କ ଖେଳାଇଛି ଏହି BF.7 ସବ ଭାରିଆଣ୍ଟ। ଭାରିଆଣ୍ଟ ଚିହ୍ନଟ […]

ଭୁବନେଶ୍ବର: ପୁଣି ଡରାଇବା ଆରମ୍ଭ କଲାଣି କରୋନା। ଓଡ଼ିଶାରେ ଓମିକ୍ରନର ସବ୍ ଭାରିଆଣ୍ଟ BF.7 ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗତ ଅକ୍ଟୋବରରେ ଠାବ ହୋଇଥିଲା ଏହି  BF.7 ସବ ଭାରିଆଣ୍ଟ । ଭାରତରେ ମୋଟ  BF.7ରେ  ୩ଜଣ ଆକ୍ରନ୍ତ ଠାବ ହୋଇଛନ୍ତି। ୩ ଜଣଙ୍କ ମଧ୍ଯରୁ ୨ଜଣ ଗୁଜୁରାଟର ଓ ଜଣେ ଓଡିଶାର ରହିଥିବା ଜଣାପଡ଼ିଛି। ଗୁଜୁରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରୁ ଜଣାପଡ଼ିଛି। ଏବେ ଚୀନରେ ଆତଙ୍କ ଖେଳାଇଛି ଏହି BF.7 ସବ ଭାରିଆଣ୍ଟ। ଭାରିଆଣ୍ଟ ଚିହ୍ନଟ ନେଇ ଜାତୀୟ ଗଣମାଧ୍ଯମରେ ସୂଚନା।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ବିଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପରେ ଭାରତ ତତ୍ପରତା ଦେଖାଇଛି। ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ କରିଛି । ଆଜିଠାରୁ ସାମ୍ପଲ ଟେଷ୍ଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର