ସଶକ୍ତ ହେବେ ମହିଳା ଉଦ୍ୟୋଗୀ, ରାଜ୍ୟ ସରକାର ଆଣିବେ ନୂଆ ପଲିସି

The Sakala Picture
Published On

ଭୁବନେଶ୍ୱର: ଆଗକୁ ବଢ଼ିବେ ମହିଳା ଉଦ୍ୟୋଗୀ। ସଶକ୍ତ କରିବା ଲାଗି ପାଇଁ ରାଜ୍ୟ ସରକାର ଆଣିବେ ନୂଆ ପଲିସି । ମେକ ଇନ ଓଡ଼ିଶା ଥ୍ରୀ ସଂସ୍କରଣରେ ଏଥିଲାଗି ଆସିବ ଅନେକ ସୁଯୋଗ। ଶିଳ୍ପାୟନରେ ମହିଳାଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ। ସରକାରଙ୍କ ପ୍ରୋତ୍ସାହନ ଉଦ୍ୟମକୁ ମିଳିଛି ପ୍ରଶଂସା । ବିଭିନ୍ନ ଶିଳ୍ପାଞ୍ଚଳରେ ମହିଳା ଉଦ୍ୟୋଗୀଙ୍କ ଲାଗି ବ୍ୟାପକ ସୁବିଧା ସୃଷ୍ଟିହେବ । ୨୫ ପ୍ରତିଶତ ପ୍ଲଟ ଓ […]

ଭୁବନେଶ୍ୱର: ଆଗକୁ ବଢ଼ିବେ ମହିଳା ଉଦ୍ୟୋଗୀ। ସଶକ୍ତ କରିବା ଲାଗି ପାଇଁ ରାଜ୍ୟ ସରକାର ଆଣିବେ ନୂଆ ପଲିସି । ମେକ ଇନ ଓଡ଼ିଶା ଥ୍ରୀ ସଂସ୍କରଣରେ ଏଥିଲାଗି ଆସିବ ଅନେକ ସୁଯୋଗ। ଶିଳ୍ପାୟନରେ ମହିଳାଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ। ସରକାରଙ୍କ ପ୍ରୋତ୍ସାହନ ଉଦ୍ୟମକୁ ମିଳିଛି ପ୍ରଶଂସା । ବିଭିନ୍ନ ଶିଳ୍ପାଞ୍ଚଳରେ ମହିଳା ଉଦ୍ୟୋଗୀଙ୍କ ଲାଗି ବ୍ୟାପକ ସୁବିଧା ସୃଷ୍ଟିହେବ । ୨୫ ପ୍ରତିଶତ ପ୍ଲଟ ଓ ଇଣ୍ଡଷ୍ଟ୍ରିଆଲ ସେଡ଼ ସଂରକ୍ଷଣ ସହ ଭଡ଼ା କ୍ଷେତ୍ରରେ ମିଳିବ ରିହାତି। ଏଥିପାଇଁ ବିଭିନ୍ନ ସେକ୍ଟରରେ ଅଣାଯିବ ନୂଆ ନୀତି । ମହିଳା ଉଦ୍ୟୋଗୀଙ୍କୁ ମଧ୍ୟ ମିଳିବ ପୁଞ୍ଜି ବିନିଯୋଗ ସୁବିଧା ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

20 Oct 2022 By The Sakala

ସଶକ୍ତ ହେବେ ମହିଳା ଉଦ୍ୟୋଗୀ, ରାଜ୍ୟ ସରକାର ଆଣିବେ ନୂଆ ପଲିସି

ଭୁବନେଶ୍ୱର: ଆଗକୁ ବଢ଼ିବେ ମହିଳା ଉଦ୍ୟୋଗୀ। ସଶକ୍ତ କରିବା ଲାଗି ପାଇଁ ରାଜ୍ୟ ସରକାର ଆଣିବେ ନୂଆ ପଲିସି । ମେକ ଇନ ଓଡ଼ିଶା ଥ୍ରୀ ସଂସ୍କରଣରେ ଏଥିଲାଗି ଆସିବ ଅନେକ ସୁଯୋଗ। ଶିଳ୍ପାୟନରେ ମହିଳାଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ। ସରକାରଙ୍କ ପ୍ରୋତ୍ସାହନ ଉଦ୍ୟମକୁ ମିଳିଛି ପ୍ରଶଂସା । ବିଭିନ୍ନ ଶିଳ୍ପାଞ୍ଚଳରେ ମହିଳା ଉଦ୍ୟୋଗୀଙ୍କ ଲାଗି ବ୍ୟାପକ ସୁବିଧା ସୃଷ୍ଟିହେବ । ୨୫ ପ୍ରତିଶତ ପ୍ଲଟ ଓ ଇଣ୍ଡଷ୍ଟ୍ରିଆଲ ସେଡ଼ ସଂରକ୍ଷଣ ସହ ଭଡ଼ା କ୍ଷେତ୍ରରେ ମିଳିବ ରିହାତି। ଏଥିପାଇଁ ବିଭିନ୍ନ ସେକ୍ଟରରେ ଅଣାଯିବ ନୂଆ ନୀତି । ମହିଳା ଉଦ୍ୟୋଗୀଙ୍କୁ ମଧ୍ୟ ମିଳିବ ପୁଞ୍ଜି ବିନିଯୋଗ ସୁବିଧା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର