ବିଜୁ ମହିଳା ଜନତା ଦଳର ପୁନର୍ଗଠନ: ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ବିଜୁ ମହିଳା ଜନତାଦଳର ପୁନର୍ଗଠନ। ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । [wp-embedder-pack width=”100%” height=”400px” download=”all” download-text=”” attachment_id=”56993″ /] ୨୩ଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରିଛନ୍ତି ଦଳର ସୁପ୍ରିମୋ ନବୀନ […]

ଭୁବନେଶ୍ୱର: ବିଜୁ ମହିଳା ଜନତାଦଳର ପୁନର୍ଗଠନ। ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

[wp-embedder-pack width=”100%” height=”400px” download=”all” download-text=”” attachment_id=”56993″ /]

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

୨୩ଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୦ଜିଲ୍ଲା ପାଇଁ କମିଟି ଘୋଷଣା ହୋଇଛି । ୩ଜଣଙ୍କୁ ରାଜ୍ୟ କାର୍ଯ୍ଯକାରୀ ସଭାପତି ଭାବେ ମନୋନୀତ କରିଛନ୍ତି ନବୀନ ପଟ୍ଟନାୟକ। ସୁବାସିନୀ ଜେନା, ସୁଲତା ଦେଓ,  ନିବେଦିତା ମହାନ୍ତିଙ୍କୁ ରାଜ୍ୟ କାର୍ଯ୍ଯକାରୀ ସଭାପତି ଭାବେ ନିଯୁକ୍ତ କରଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଛନ୍ତି। ସେହିଭଳି ୭ଟି ଜୋନ ପାଇଁ କର୍ମକର୍ତ୍ତା ଘୋଷଣା ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ ଓ କୋରାପୁଟ ଜୋନ ପାଇଁ କର୍କର୍ତ୍ତା ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଭୁବନେଶ୍ୱର ଜୋନର ସଭାନେତ୍ରୀ ହେଲେ ସଂଯୁକ୍ତା ମହଲ। କାର୍ଯ୍ଯକାରୀ ସଭାନେତ୍ରୀ ହେଲେ ପୁଷ୍ପାଞ୍ଜଳି ରଣା। କଟକ ଜୋନ ପାଇଁ ସଭାନେତ୍ରୀ ଭାବେ ସୁଭଦ୍ରା ଦାସ ଓ କାର୍ଯ୍ଯକାରୀ ସଭାପତି ଭାବେ ପ୍ରଭାସିନୀ ଷଡଙ୍ଗୀଙ୍କ ନାଁ ଘୋଷଣା କରାଯାଇଛି। ବୀଣାପାଣି ସାହୁଙ୍କୁ ବାଲେଶ୍ୱର ଜୋନର ସଭାନେତ୍ରୀ ଓ ମୀନା ମାଝୀଙ୍କୁ କାର୍ଯ୍ଯକାରୀ ସଭାନେତ୍ରୀ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ। ସମ୍ବଲପୁର ଜୋନର ସଭାନେତ୍ରୀ ହେଲେ ସିପ୍ରା ମହାନ୍ତି ଓ କାର୍ୟ୍ୟକାରୀ ସଭାନେତ୍ରୀ ସନ୍ଧ୍ୟାରାଣୀ ଲାକ୍ରା। ବଲାଙ୍ଗୀର ଜୋନର ସଭାନେତ୍ରୀ ଭାବେ କଲ୍ୟାଣୀ ନାୟକ ଓ କାର୍ଯ୍ଯକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ପାଣ୍ଡେଙ୍କୁ ଯୁକ୍ତ କରାଯାଇଛି। ଗଞ୍ଜାମ ଜୋନର ସଭାନେତ୍ରୀ ହୋଇଛନ୍ତି ମମତା ବିଶୋୟୀ। କୋରାପୁଟ ଜୋନର ସଭାନେତ୍ରୀ ହୋଇଛନ୍ତି ଲତା ରାୟ ଓ କାର୍ଯ୍ଯକାରୀ ସଭାନେତ୍ରୀ ହୋଇଛନ୍ତି ସୁକାନ୍ତି ବୁରୁଦା।

ସେହିଭଳି ୪୫ଜଣ ବରିଷ୍ଠ ଉପସଭାନେତ୍ରୀ, ୭୧ଜଣଙ୍କୁ ସାଧାରଣ ସମ୍ପାଦିକା, ୩୩ଜଣ ସହ ସମ୍ପାଦିକା, ୩୪ସାଙ୍ଗଠନିକ ଜିଲ୍ଲା ପାଇଁ ସଭାନେତ୍ରୀ ଓ କାର୍ଯ୍ଯକାରୀ ପରିଷଦ ସଦସ୍ୟ ଭାବେ ୬୮ଜଣଙ୍କୁ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

31 Aug 2022 By The Sakala

ବିଜୁ ମହିଳା ଜନତା ଦଳର ପୁନର୍ଗଠନ: ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ମହିଳା ଜନତାଦଳର ପୁନର୍ଗଠନ। ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

[wp-embedder-pack width=”100%” height=”400px” download=”all” download-text=”” attachment_id=”56993″ /]

୨୩ଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୦ଜିଲ୍ଲା ପାଇଁ କମିଟି ଘୋଷଣା ହୋଇଛି । ୩ଜଣଙ୍କୁ ରାଜ୍ୟ କାର୍ଯ୍ଯକାରୀ ସଭାପତି ଭାବେ ମନୋନୀତ କରିଛନ୍ତି ନବୀନ ପଟ୍ଟନାୟକ। ସୁବାସିନୀ ଜେନା, ସୁଲତା ଦେଓ,  ନିବେଦିତା ମହାନ୍ତିଙ୍କୁ ରାଜ୍ୟ କାର୍ଯ୍ଯକାରୀ ସଭାପତି ଭାବେ ନିଯୁକ୍ତ କରଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଛନ୍ତି। ସେହିଭଳି ୭ଟି ଜୋନ ପାଇଁ କର୍ମକର୍ତ୍ତା ଘୋଷଣା ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ ଓ କୋରାପୁଟ ଜୋନ ପାଇଁ କର୍କର୍ତ୍ତା ଘୋଷଣା କରାଯାଇଛି ।

ଭୁବନେଶ୍ୱର ଜୋନର ସଭାନେତ୍ରୀ ହେଲେ ସଂଯୁକ୍ତା ମହଲ। କାର୍ଯ୍ଯକାରୀ ସଭାନେତ୍ରୀ ହେଲେ ପୁଷ୍ପାଞ୍ଜଳି ରଣା। କଟକ ଜୋନ ପାଇଁ ସଭାନେତ୍ରୀ ଭାବେ ସୁଭଦ୍ରା ଦାସ ଓ କାର୍ଯ୍ଯକାରୀ ସଭାପତି ଭାବେ ପ୍ରଭାସିନୀ ଷଡଙ୍ଗୀଙ୍କ ନାଁ ଘୋଷଣା କରାଯାଇଛି। ବୀଣାପାଣି ସାହୁଙ୍କୁ ବାଲେଶ୍ୱର ଜୋନର ସଭାନେତ୍ରୀ ଓ ମୀନା ମାଝୀଙ୍କୁ କାର୍ଯ୍ଯକାରୀ ସଭାନେତ୍ରୀ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ। ସମ୍ବଲପୁର ଜୋନର ସଭାନେତ୍ରୀ ହେଲେ ସିପ୍ରା ମହାନ୍ତି ଓ କାର୍ୟ୍ୟକାରୀ ସଭାନେତ୍ରୀ ସନ୍ଧ୍ୟାରାଣୀ ଲାକ୍ରା। ବଲାଙ୍ଗୀର ଜୋନର ସଭାନେତ୍ରୀ ଭାବେ କଲ୍ୟାଣୀ ନାୟକ ଓ କାର୍ଯ୍ଯକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ପାଣ୍ଡେଙ୍କୁ ଯୁକ୍ତ କରାଯାଇଛି। ଗଞ୍ଜାମ ଜୋନର ସଭାନେତ୍ରୀ ହୋଇଛନ୍ତି ମମତା ବିଶୋୟୀ। କୋରାପୁଟ ଜୋନର ସଭାନେତ୍ରୀ ହୋଇଛନ୍ତି ଲତା ରାୟ ଓ କାର୍ଯ୍ଯକାରୀ ସଭାନେତ୍ରୀ ହୋଇଛନ୍ତି ସୁକାନ୍ତି ବୁରୁଦା।

ସେହିଭଳି ୪୫ଜଣ ବରିଷ୍ଠ ଉପସଭାନେତ୍ରୀ, ୭୧ଜଣଙ୍କୁ ସାଧାରଣ ସମ୍ପାଦିକା, ୩୩ଜଣ ସହ ସମ୍ପାଦିକା, ୩୪ସାଙ୍ଗଠନିକ ଜିଲ୍ଲା ପାଇଁ ସଭାନେତ୍ରୀ ଓ କାର୍ଯ୍ଯକାରୀ ପରିଷଦ ସଦସ୍ୟ ଭାବେ ୬୮ଜଣଙ୍କୁ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

https://www.thesakala.in/latest-odisha-news/new-appointment-for-biju-mahila-janata-dal/article-14591
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର