ଗିରଫ ହେଲେ କୁବେର ବାହୁବଳୀ ବ୍ରଜେନ୍ଦ୍ର ନାୟକ

The Sakala Picture
Published On

ନୟାଗଡ଼ : ଗିରଫ ହେଲେ କୁବେର ବାହୁବଳୀ ବ୍ରଜେନ୍ଦ୍ର ନାୟକ। ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ମିଳିଛି କୋଟି କୋଟି ଟଙ୍କାର ସମ୍ପତି, ଆଜି ଖୋଲିବ ବ୍ୟାଙ୍କ ଲକର। କୁବେର କୋଟିପତି ଅଫିସରଙ୍କ ଘରେ ଦୁଇଦିନ ଧରି ଅମାପ ସମ୍ପତ୍ତିର ମାପଚୁପ କରୁଛି ଭିଜିଲାନ୍ସ ଟିମ। ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ବେଳେ ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଥିବା ବେଳେ 5 କୋଟିରୁ ଅଧିକ ଟଙ୍କାର ଘର, ଜମି, ଦୋକାନ […]

ନୟାଗଡ଼ : ଗିରଫ ହେଲେ କୁବେର ବାହୁବଳୀ ବ୍ରଜେନ୍ଦ୍ର ନାୟକ। ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ମିଳିଛି କୋଟି କୋଟି ଟଙ୍କାର ସମ୍ପତି, ଆଜି ଖୋଲିବ ବ୍ୟାଙ୍କ ଲକର। କୁବେର କୋଟିପତି ଅଫିସରଙ୍କ ଘରେ ଦୁଇଦିନ ଧରି ଅମାପ ସମ୍ପତ୍ତିର ମାପଚୁପ କରୁଛି ଭିଜିଲାନ୍ସ ଟିମ। ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ବେଳେ ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଥିବା ବେଳେ 5 କୋଟିରୁ ଅଧିକ ଟଙ୍କାର ଘର, ଜମି, ଦୋକାନ ଘର ଓ ଫାର୍ମ ହାଉସ କରିଛନ୍ତି। ତେବେ ଆୟ ଅନୁଯାୟୀ ବ୍ୟୟ ବହୁତ ଅଧିକ ବାହାରିବାରୁ ବାନ୍ଧିଲା ଭିଜିଲାନ୍ସ। ପୂର୍ବତନ ନୟାଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଦୁର୍ନୀତି ସାମ୍ରାଜ୍ୟର ଖୋଳତାଡ଼ ବେଳେ କୋଟି କୋଟି ଟଙ୍କାର ଘର ଓ ରୁପାହାତୀକୁ ନେଇ ଚର୍ଚ୍ଚାରେ ଥିଲେ ଏହି ସରକାରୀ ବାବୁ।

17 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର