ବନ୍ୟା ମୁକାବିଲା: ବନ୍ୟା ଘେରରେ ଥିବା ଲୋକଙ୍କ ପାଖରେ ପହଞ୍ଚିବ ଅଗ୍ନିଶମ ବାହିନୀ

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବିଭିନ୍ନ ସ୍ଥାନରେ ବନ୍ୟାଜଳ ଘରେ ପଶିଲାଣି ବନ୍ୟାଜଳ। ବନ୍ୟା ଘରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡିଶା ଅଗ୍ନିଶମ ବାହିନୀ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ବିଭିନ୍ନ ଜିଲ୍ଲାକୁ ଉଦ୍ଧାରକାରୀ ଟିମ ଗସ୍ତ କରିଥିବା ବେଳେ ଆଜି ଅତିରିକ୍ତଟି ୬ ଟିମ ବନ୍ୟାଞ୍ଚଳ ଅଭିମୁଖେ ଯାତ୍ରା କରିଛି। […]

ଭୁବନେଶ୍ବର: ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବିଭିନ୍ନ ସ୍ଥାନରେ ବନ୍ୟାଜଳ ଘରେ ପଶିଲାଣି ବନ୍ୟାଜଳ। ବନ୍ୟା ଘରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡିଶା ଅଗ୍ନିଶମ ବାହିନୀ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ବିଭିନ୍ନ ଜିଲ୍ଲାକୁ ଉଦ୍ଧାରକାରୀ ଟିମ ଗସ୍ତ କରିଥିବା ବେଳେ ଆଜି ଅତିରିକ୍ତଟି ୬ ଟିମ ବନ୍ୟାଞ୍ଚଳ ଅଭିମୁଖେ ଯାତ୍ରା କରିଛି। ଦୁଇଟି ଟିମ ପୁରୀ ଗସ୍ତ କରିବା ସହ ୪ଟି ଟିମ ଯିବ ନୟାଗଡ଼। ସାଙ୍ଗରେ ଜେନେରେଟର, ଆସ୍କା ଲାଇଟ, ପାୱାର ବୋଟ, କଟର, ଲାଇଫ ଜାକେଟ ମହଜୁଦ ରହିଛି।

ଆହୁରି ପଢ଼ନ୍ତୁ: ବଢ଼ିଲା CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା, ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ପ୍ରତି ଟିମରେ ରହିଛନ୍ତି ଜଣେ ଅଗ୍ନିଶମ ଅଧିକାରୀଙ୍କ ସମେତ ୭ଜଣ ଲେଖାଏଁ ସଦସ୍ୟ। ଦୁଇଟି ଟିମ ମୁଖ୍ୟ କାର୍ଯ୍ୟାଳୟରେ ରହିବେ। ସିଭିଲ ଡିଫନ୍ସର ସଦସ୍ୟ ମାନଙ୍କୁ ତାଲିମ ଦେଇ ରଖାଯାଇଛି। ଆବଶ୍ୟକ ସ୍ଥଳେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିବାକୁ ସେମାନଙ୍କୁ ସାମିଲ କରାଯିବ।

ଆହୁରି ପଢ଼ନ୍ତୁ: କଟକ SCB ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ଗଭୀର ଦୁଃଖ ପ୍ରକାଶ କଲେ ନବୀନ

16 Aug 2022 By The Sakala

ବନ୍ୟା ମୁକାବିଲା: ବନ୍ୟା ଘେରରେ ଥିବା ଲୋକଙ୍କ ପାଖରେ ପହଞ୍ଚିବ ଅଗ୍ନିଶମ ବାହିନୀ

ଭୁବନେଶ୍ବର: ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବିଭିନ୍ନ ସ୍ଥାନରେ ବନ୍ୟାଜଳ ଘରେ ପଶିଲାଣି ବନ୍ୟାଜଳ। ବନ୍ୟା ଘରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡିଶା ଅଗ୍ନିଶମ ବାହିନୀ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ବିଭିନ୍ନ ଜିଲ୍ଲାକୁ ଉଦ୍ଧାରକାରୀ ଟିମ ଗସ୍ତ କରିଥିବା ବେଳେ ଆଜି ଅତିରିକ୍ତଟି ୬ ଟିମ ବନ୍ୟାଞ୍ଚଳ ଅଭିମୁଖେ ଯାତ୍ରା କରିଛି। ଦୁଇଟି ଟିମ ପୁରୀ ଗସ୍ତ କରିବା ସହ ୪ଟି ଟିମ ଯିବ ନୟାଗଡ଼। ସାଙ୍ଗରେ ଜେନେରେଟର, ଆସ୍କା ଲାଇଟ, ପାୱାର ବୋଟ, କଟର, ଲାଇଫ ଜାକେଟ ମହଜୁଦ ରହିଛି।

ପ୍ରତି ଟିମରେ ରହିଛନ୍ତି ଜଣେ ଅଗ୍ନିଶମ ଅଧିକାରୀଙ୍କ ସମେତ ୭ଜଣ ଲେଖାଏଁ ସଦସ୍ୟ। ଦୁଇଟି ଟିମ ମୁଖ୍ୟ କାର୍ଯ୍ୟାଳୟରେ ରହିବେ। ସିଭିଲ ଡିଫନ୍ସର ସଦସ୍ୟ ମାନଙ୍କୁ ତାଲିମ ଦେଇ ରଖାଯାଇଛି। ଆବଶ୍ୟକ ସ୍ଥଳେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିବାକୁ ସେମାନଙ୍କୁ ସାମିଲ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର