ଭୋଜି ଡାଲମାରୁ ବାହାରିଲା ମଲା ସାପ, ଭୟରେ ମେଡିକାଲ ଦୌଡିଲେ ୪୦ରୁ ଉର୍ଦ୍ଧ୍ୱ ଲୋକ

Madhusudan Das Picture
Published On

ପଟ୍ଟାମୁଣ୍ଡାଇ: ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ । ମେଡିକାଲ୍‌ରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଲମ୍ବା ଲାଇନ ଲଗାଇଲେ ୪୦ରୁ ଉର୍ଦ୍ଧ୍ୱ ଲୋକ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ନଂ ୱାର୍ଡରେ ଘଟିଛି ଏପରି ଅଘଟଣ । 

ଆହୁରି ପଢ଼ନ୍ତୁ: କିଏ ସାଜିବ ଓଡ଼ିଶାର ସ୍ୱର; ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ, ଅପରାହ୍ଣ ୫ଟାରେ ଆସିବ ରେଜଲ୍ଟ

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭାଗବତ ସପ୍ତାହ ଚାଲୁଥିବାରୁ ଭୋଜିଭାତର ଆୟୋଜନ ହୋଇଥିଲା । ୪୦୦ ଲୋକଙ୍କ ପାଇଁ ପ୍ରାସାଦର ବ୍ୟବସ୍ଥା ହୋଇଥିଲା । ହେଲେ ପ୍ରାସାଦ ସେବନ ବେଳେ ଡାଲମା ହାଣ୍ଡିରୁ ଗୋଟିଏ ମଲା ବିଷାକ୍ତ ସାପ ଦେଖିବାକୁ ମିଳିଥିଲା । ଏହାପରେ ଭୋଜି ଖାଇସାରିଥିବା କିଛି ଲୋକ ଭୟଭୀତ ହୋଇ ବିଷାକ୍ରାନ୍ତ ହେବା ଆଶଙ୍କା କରି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନେ ଅସୁସ୍ଥ ହୋଇପଡ଼ିଛନ୍ତି ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନେ ରକ୍ତ ପରୀକ୍ଷା କରାଇବାକୁ ଲାଇନ୍ ଲଗାଇଛନ୍ତି । ଘଟଣା ପ୍ରଚାର ପରେ ଭୋଜି ଖାଇଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି । ​​​​​​​

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

19 Mar 2026 By Madhusudan Das

ଭୋଜି ଡାଲମାରୁ ବାହାରିଲା ମଲା ସାପ, ଭୟରେ ମେଡିକାଲ ଦୌଡିଲେ ୪୦ରୁ ଉର୍ଦ୍ଧ୍ୱ ଲୋକ

ପଟ୍ଟାମୁଣ୍ଡାଇ: ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ । ମେଡିକାଲ୍‌ରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଲମ୍ବା ଲାଇନ ଲଗାଇଲେ ୪୦ରୁ ଉର୍ଦ୍ଧ୍ୱ ଲୋକ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ନଂ ୱାର୍ଡରେ ଘଟିଛି ଏପରି ଅଘଟଣ । 

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭାଗବତ ସପ୍ତାହ ଚାଲୁଥିବାରୁ ଭୋଜିଭାତର ଆୟୋଜନ ହୋଇଥିଲା । ୪୦୦ ଲୋକଙ୍କ ପାଇଁ ପ୍ରାସାଦର ବ୍ୟବସ୍ଥା ହୋଇଥିଲା । ହେଲେ ପ୍ରାସାଦ ସେବନ ବେଳେ ଡାଲମା ହାଣ୍ଡିରୁ ଗୋଟିଏ ମଲା ବିଷାକ୍ତ ସାପ ଦେଖିବାକୁ ମିଳିଥିଲା । ଏହାପରେ ଭୋଜି ଖାଇସାରିଥିବା କିଛି ଲୋକ ଭୟଭୀତ ହୋଇ ବିଷାକ୍ରାନ୍ତ ହେବା ଆଶଙ୍କା କରି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନେ ଅସୁସ୍ଥ ହୋଇପଡ଼ିଛନ୍ତି ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନେ ରକ୍ତ ପରୀକ୍ଷା କରାଇବାକୁ ଲାଇନ୍ ଲଗାଇଛନ୍ତି । ଘଟଣା ପ୍ରଚାର ପରେ ଭୋଜି ଖାଇଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି । ​​​​​​​

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର