ରାଜଧାନୀରେ ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେବ ଠାବ

The Sakala Picture
Published On

ଭୁବନେଶ୍ବର: କୋରଡ଼କଣ୍ଟାରେ ବନ୍ଦ ଘରେ ମହିଳାଙ୍କ ମୃତଦେହ ଠାବ । ଶିବ ମନ୍ଦିର ପାଖରେ ଥିବା ଏକ କଲୋନୀରେ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି।  ମୃତ ମହିଳାଙ୍କ ନାମ ସରିତା ନାୟକ ବୋଲି ଜଣାପଡ଼ିିଛି। ତାଙ୍କ ଘରେ ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳର। ତେବେ ମହିଳାଙ୍କ ସ୍ବାମୀ ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା। ମୃତ ମହିଳାଙ୍କ ଭାଇକୁ ପଚରାଉଚରା କରୁଛି ପୁଲିସ । ମୃତ ମହିଳା ଓ ତାଙ୍କ ସ୍ୱାମୀ କୋରଡ଼କଣ୍ଟା ଅଞ୍ଚଳରେ ଏକ ପରିତ୍ୟକ୍ତ […]

ଭୁବନେଶ୍ବର: କୋରଡ଼କଣ୍ଟାରେ ବନ୍ଦ ଘରେ ମହିଳାଙ୍କ ମୃତଦେହ ଠାବ । ଶିବ ମନ୍ଦିର ପାଖରେ ଥିବା ଏକ କଲୋନୀରେ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି।  ମୃତ ମହିଳାଙ୍କ ନାମ ସରିତା ନାୟକ ବୋଲି ଜଣାପଡ଼ିିଛି। ତାଙ୍କ ଘରେ ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳର। ତେବେ ମହିଳାଙ୍କ ସ୍ବାମୀ ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା। ମୃତ ମହିଳାଙ୍କ ଭାଇକୁ ପଚରାଉଚରା କରୁଛି ପୁଲିସ । ମୃତ ମହିଳା ଓ ତାଙ୍କ ସ୍ୱାମୀ କୋରଡ଼କଣ୍ଟା ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ ରହୁଥିଲେ । ଦିନ ମଜୁରିଆ ଭାବେ ସେ କାମ କରୁଥିଲେ।  ଘଟଣାସ୍ଥଳରେ ସହିଦନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିିଛି।  ପାରିପାର୍ଶ୍ବିକ ପରିସ୍ଥିତି ଦେଖି ହତ୍ୟା ବୋଲି ସନ୍ଦେହ କରୁଛି ପୁଲିସ ।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

02 Jan 2023 By The Sakala

ରାଜଧାନୀରେ ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେବ ଠାବ

ଭୁବନେଶ୍ବର: କୋରଡ଼କଣ୍ଟାରେ ବନ୍ଦ ଘରେ ମହିଳାଙ୍କ ମୃତଦେହ ଠାବ । ଶିବ ମନ୍ଦିର ପାଖରେ ଥିବା ଏକ କଲୋନୀରେ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି।  ମୃତ ମହିଳାଙ୍କ ନାମ ସରିତା ନାୟକ ବୋଲି ଜଣାପଡ଼ିିଛି। ତାଙ୍କ ଘରେ ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳର। ତେବେ ମହିଳାଙ୍କ ସ୍ବାମୀ ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା। ମୃତ ମହିଳାଙ୍କ ଭାଇକୁ ପଚରାଉଚରା କରୁଛି ପୁଲିସ । ମୃତ ମହିଳା ଓ ତାଙ୍କ ସ୍ୱାମୀ କୋରଡ଼କଣ୍ଟା ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ ରହୁଥିଲେ । ଦିନ ମଜୁରିଆ ଭାବେ ସେ କାମ କରୁଥିଲେ।  ଘଟଣାସ୍ଥଳରେ ସହିଦନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିିଛି।  ପାରିପାର୍ଶ୍ବିକ ପରିସ୍ଥିତି ଦେଖି ହତ୍ୟା ବୋଲି ସନ୍ଦେହ କରୁଛି ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର