ରାଜ୍ୟରେ ଥମୁନି ହାତୀ ମୃତ୍ୟୁ; ବୁଗୁଡ଼ାରେ ପୁଣି ଏକ ଛୁଆହାତୀର ମୃତ ଦେହ ଉଦ୍ଧାର

The Sakala Picture
Published On

ଗଞ୍ଜାମ: ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ବେଲପଡା ଗାଁ ନିକଟରେ ଥିବା ଧାନ କ୍ଷେତରେ ଏକ ଛୁଆହାତୀର ମୃତ ଦେହ ଠାବ କରାଯାଇଛି । ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁଛି । ଛୁଆ ହାତୀର ଶୁଣ୍ଢ କଟି ରକ୍ତାକ୍ତ ହୋଇ ଯାଇଛି। ଏଣୁ ବିଦ୍ୟୁତ୍ ତାର କିମ୍ବା ବାରହା ଫାସରେ ଲାଗି ତା’ର ମୃତ୍ୟୁ ଘଟିଥିବା ସନ୍ଦେହ […]

ଗଞ୍ଜାମ: ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ବେଲପଡା ଗାଁ ନିକଟରେ ଥିବା ଧାନ କ୍ଷେତରେ ଏକ ଛୁଆହାତୀର ମୃତ ଦେହ ଠାବ କରାଯାଇଛି । ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁଛି । ଛୁଆ ହାତୀର ଶୁଣ୍ଢ କଟି ରକ୍ତାକ୍ତ ହୋଇ ଯାଇଛି। ଏଣୁ ବିଦ୍ୟୁତ୍ ତାର କିମ୍ବା ବାରହା ଫାସରେ ଲାଗି ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ହାତୀ ଛୁଆଟି ଏକାକୀ ଥିବା ବେଳେ ନୟାଗଡ଼ ପଟୁ ବୁଗୁଡ଼ା ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ଅନୁମାନ କରୁଛି ବନ ବିଭାଗ। ଶନିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ମଲା ହାତୀ ଛୁଆକୁ ଦେଖିଥିଲେ। ଗତ ବର୍ଷକ ମଧ୍ୟରେ ଘୁମୁସର ବନଖଣ୍ଡରେ ଏହା ଚତୁର୍ଥ ହାତୀ ସୁତ୍ରରୁ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

13 Nov 2022 By The Sakala

ରାଜ୍ୟରେ ଥମୁନି ହାତୀ ମୃତ୍ୟୁ; ବୁଗୁଡ଼ାରେ ପୁଣି ଏକ ଛୁଆହାତୀର ମୃତ ଦେହ ଉଦ୍ଧାର

ଗଞ୍ଜାମ: ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ବେଲପଡା ଗାଁ ନିକଟରେ ଥିବା ଧାନ କ୍ଷେତରେ ଏକ ଛୁଆହାତୀର ମୃତ ଦେହ ଠାବ କରାଯାଇଛି । ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁଛି । ଛୁଆ ହାତୀର ଶୁଣ୍ଢ କଟି ରକ୍ତାକ୍ତ ହୋଇ ଯାଇଛି। ଏଣୁ ବିଦ୍ୟୁତ୍ ତାର କିମ୍ବା ବାରହା ଫାସରେ ଲାଗି ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ହାତୀ ଛୁଆଟି ଏକାକୀ ଥିବା ବେଳେ ନୟାଗଡ଼ ପଟୁ ବୁଗୁଡ଼ା ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ଅନୁମାନ କରୁଛି ବନ ବିଭାଗ। ଶନିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ମଲା ହାତୀ ଛୁଆକୁ ଦେଖିଥିଲେ। ଗତ ବର୍ଷକ ମଧ୍ୟରେ ଘୁମୁସର ବନଖଣ୍ଡରେ ଏହା ଚତୁର୍ଥ ହାତୀ ସୁତ୍ରରୁ ବୋଲି କୁହାଯାଉଛି।

https://www.thesakala.in/latest-odisha-news/nayagarh/body-of-baby-elephant-found-in-paddy-fields-in-berhampur/article-16522
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର