ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ

The Sakala Picture
Published On

ନୟାଗଡ଼: ନୟାଗଡ଼ ସଦର ଥାନା ଅଧୀନ ଷଠିଆପଲ୍ଲୀ ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ଦୁଇ ଭାଇ ଅଟନ୍ତି। ବଡ଼ ଭାଇ ଚନ୍ଦ୍ରଶେଖର ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନଭାଇ ରୁଦ୍ରମାଧବ ଅଙ୍ଗନଓ୍ବାଡି ଯାଉଥିଲେ। ପ୍ରାୟ ୩ ଟା ବେଳେ ଗାଁ ପୋଖରୀକୁ ଉଭୟ ଶୌଚ ହେବାକୁ ଯାଇଥିବା ବେଳେ ବୁଡିଯାଇଥିବା ଜଣାପଡିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ଏ ନେଇ ଗାଁରେ […]

ନୟାଗଡ଼: ନୟାଗଡ଼ ସଦର ଥାନା ଅଧୀନ ଷଠିଆପଲ୍ଲୀ ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ଦୁଇ ଭାଇ ଅଟନ୍ତି। ବଡ଼ ଭାଇ ଚନ୍ଦ୍ରଶେଖର ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନଭାଇ ରୁଦ୍ରମାଧବ ଅଙ୍ଗନଓ୍ବାଡି ଯାଉଥିଲେ। ପ୍ରାୟ ୩ ଟା ବେଳେ ଗାଁ ପୋଖରୀକୁ ଉଭୟ ଶୌଚ ହେବାକୁ ଯାଇଥିବା ବେଳେ ବୁଡିଯାଇଥିବା ଜଣାପଡିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

31 Aug 2022 By The Sakala

ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ

ନୟାଗଡ଼: ନୟାଗଡ଼ ସଦର ଥାନା ଅଧୀନ ଷଠିଆପଲ୍ଲୀ ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ଦୁଇ ଭାଇ ଅଟନ୍ତି। ବଡ଼ ଭାଇ ଚନ୍ଦ୍ରଶେଖର ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନଭାଇ ରୁଦ୍ରମାଧବ ଅଙ୍ଗନଓ୍ବାଡି ଯାଉଥିଲେ। ପ୍ରାୟ ୩ ଟା ବେଳେ ଗାଁ ପୋଖରୀକୁ ଉଭୟ ଶୌଚ ହେବାକୁ ଯାଇଥିବା ବେଳେ ବୁଡିଯାଇଥିବା ଜଣାପଡିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର