ମୋ’ ପତ୍ନୀ ଓ ଝିଅ ମୋ’ ପାଖକୁ ଫେରି ଆସନ୍ତୁ- ହ୍ୟୁମାନ ସାଗର

The Sakala Picture
Published On

କଟକ: ବୋହୂ ଶ୍ରେୟାଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା । ନାତୁଣୀ ଓ ବୋହୂ ଶ୍ରେୟାଙ୍କୁ ବେଶ ମନ ପକାଉଛନ୍ତି ମାଆ ଶେଫାଳୀ ଓ ହ୍ୟୁମାନ । ବୋହୂକୁ କୌଣସି ଭାବେ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରାଯାଇ ନାହିଁ । ବୋହୁ ହିସାବରେ ହିଁ ଘରେ ଜଗନ୍ନାଥ, ଗଣେଶ ମୂର୍ତ୍ତି ରଖି ଠାକୁର ପୂଜା କରିଥାଏ। ବୋହୁକୁ କୌଣସି କାମ ପାଇ ବାଧ୍ୟ କରାଯାଇ ନାହିଁ। ନିଜ ସ୍ଵଇଚ୍ଛାରେ ବୋହୂ […]

କଟକ: ବୋହୂ ଶ୍ରେୟାଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା । ନାତୁଣୀ ଓ ବୋହୂ ଶ୍ରେୟାଙ୍କୁ ବେଶ ମନ ପକାଉଛନ୍ତି ମାଆ ଶେଫାଳୀ ଓ ହ୍ୟୁମାନ । ବୋହୂକୁ କୌଣସି ଭାବେ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରାଯାଇ ନାହିଁ । ବୋହୁ ହିସାବରେ ହିଁ ଘରେ ଜଗନ୍ନାଥ, ଗଣେଶ ମୂର୍ତ୍ତି ରଖି ଠାକୁର ପୂଜା କରିଥାଏ। ବୋହୁକୁ କୌଣସି କାମ ପାଇ ବାଧ୍ୟ କରାଯାଇ ନାହିଁ। ନିଜ ସ୍ଵଇଚ୍ଛାରେ ବୋହୂ ଘରେ ପୂଜା କରିଥାଏ । ଏହାସହ ବୋହୁର ବାପା -ମାଆ ମଧ୍ୟ ଆସିଲେ ପୂଜା କରିଥାନ୍ତି। ପୁଅ ବୋହୁ ଏକାଠି ରୁହନ୍ତୁ ଏତିକି ଚାହୁଁଥିବା କହିଛନ୍ତି ହ୍ୟୁମାନଙ୍କ ମାଆ ସେଫାଳୀ ସୁନା କହିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନ୍ୟପଟେ ଭଗବାନ ଅଛନ୍ତି ସବୁ ଦେଖୁଛନ୍ତି ସେଥିପାଇଁ ମନରେ ଭୟ ନାହିଁ ବୋଲି କଣ୍ଠଶିଳ୍ପୀ ହ୍ୟୁମାନ ସାଗର କହିଛନ୍ତି। ମୋ’ ପତ୍ନୀ ଓ ଝିଅ ମୋ’ ପାଖକୁ ଫେରି ଆସନ୍ତୁ ସେତିକି ଚାହୁଁଛି। ମୁଁ ମୋ ନିଷ୍ପତି ଗତକାଲି ମହିଳା ଥାନାରେ କହିଛି। ଏକାଠି ମିଶିକି ରହିବାକୁ ଚାହୁଁଛି। ଆଶା କରୁଛି ଦୁଇଦିନ ସମୟ ନେଇ ଶ୍ରେୟା ଠିକ ନିଷ୍ପତି ନେବେ ବୋଲି କଣ୍ଠଶିଳ୍ପୀ ହ୍ୟୁମାନ ସାଗର କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର