ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଗେଷ୍ଟ ହାଉସ ଭିତରେ ପଶି ଖେଳିଲେ ରକ୍ତର ହୋଲି

Madhusudan Das Picture
Published On

ଭୁବନେଶ୍ୱର: ଗୋଟିଏ ପଟେ ଖଣ୍ଡଗିରି ଯାତ୍ରା, ଅନ୍ୟପଟେ ଖଣ୍ଡା ଧରି ବୁଲିଲେ ଅପରାଧୀ । ଅପେରା ସୁରକ୍ଷାରେ ପୋଲିସ ବ୍ୟସ୍ତ ଥିବା ବେଳେ ବଡ଼ି ଭୋରରୁ ହାଣି ପକାଇଲେ ଦୁର୍ବୃତ୍ତ । ଗେଷ୍ଟ ହାଉସ ଭିତରେ ପଶି ରକ୍ତର ହୋଲି ଖେଳିଲେ। ଟଙ୍କା ଲୁଟିବା ପାଇଁ କର୍ମଚାରୀ ମାନଙ୍କୁ ପିଟିଲେ। ଯିଏ ବିରୋଧ କଲା ତାକୁ ହାଣିଲେ। ପ୍ରତିବାଦ କରିବାରୁ ଗେଷ୍ଟ ହାଉସରେ ଥିବା ଜଣେ ଯୁବତୀଙ୍କୁ ବି ହାଣିଲେ। ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ ଏଭଳି ଦମନ ଲୀଳା ଚଳାଇଛନ୍ତି ଦୁର୍ବୁର୍ତ୍ତ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଚଳାଇଛି।  ସିସିଟିଭି ଯାଞ୍ଚ କରିଛି । ପୂର୍ବ ଶତ୍ରୁତାରୁ ଏଭଳି ଘଟିଛି ନା ଲୁଟ୍ ପାଇଁ ଏଭଳି ଘଟଣା ସାମ୍ନାକୁ ଆସିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼।

ଆହୁରି ପଢ଼ନ୍ତୁ: ସରକାର ଓ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ: 'କ୍ରସ୍‌ ଭୋଟିଂ ନ କରିବାରୁ ବିଜେଡି ବିଧାୟିକାଙ୍କୁ ନିର୍ଯାତନା'

06 Feb 2026 By Madhusudan Das

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଗେଷ୍ଟ ହାଉସ ଭିତରେ ପଶି ଖେଳିଲେ ରକ୍ତର ହୋଲି

ଭୁବନେଶ୍ୱର: ଗୋଟିଏ ପଟେ ଖଣ୍ଡଗିରି ଯାତ୍ରା, ଅନ୍ୟପଟେ ଖଣ୍ଡା ଧରି ବୁଲିଲେ ଅପରାଧୀ । ଅପେରା ସୁରକ୍ଷାରେ ପୋଲିସ ବ୍ୟସ୍ତ ଥିବା ବେଳେ ବଡ଼ି ଭୋରରୁ ହାଣି ପକାଇଲେ ଦୁର୍ବୃତ୍ତ । ଗେଷ୍ଟ ହାଉସ ଭିତରେ ପଶି ରକ୍ତର ହୋଲି ଖେଳିଲେ। ଟଙ୍କା ଲୁଟିବା ପାଇଁ କର୍ମଚାରୀ ମାନଙ୍କୁ ପିଟିଲେ। ଯିଏ ବିରୋଧ କଲା ତାକୁ ହାଣିଲେ। ପ୍ରତିବାଦ କରିବାରୁ ଗେଷ୍ଟ ହାଉସରେ ଥିବା ଜଣେ ଯୁବତୀଙ୍କୁ ବି ହାଣିଲେ। ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ ଏଭଳି ଦମନ ଲୀଳା ଚଳାଇଛନ୍ତି ଦୁର୍ବୁର୍ତ୍ତ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଚଳାଇଛି।  ସିସିଟିଭି ଯାଞ୍ଚ କରିଛି । ପୂର୍ବ ଶତ୍ରୁତାରୁ ଏଭଳି ଘଟିଛି ନା ଲୁଟ୍ ପାଇଁ ଏଭଳି ଘଟଣା ସାମ୍ନାକୁ ଆସିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର