ରାଜଧାନୀରେ ଭଙ୍ଗାଯିବ ୧୯୪ଟି ଆପାର୍ଟମେଣ୍ଟ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଭଙ୍ଗାଯିବ ୧୯୪ଟି ଆପାର୍ଟମେଣ୍ଟ । ୧୯୪ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ରାଜଧାନୀରେ ୧୬୪୩ଟି ଆପାର୍ଟମେଣ୍ଟ ନକ୍ସା ଅନୁମୋଦନ ମିଳିଛି । ସହର ଓ ଆଖପାଖ ଅଞ୍ଚଳରେ ବେଆଇନ ନିର୍ମାଣ ହୋଇଛି । ଏନେଇ ହୋଇଥିବା ୫୭ଟି ମାମଲାର ସମାଧାନ ହୋଇଛି । ୯୧ଟି ବେଆଇନ […]

ଭୁବନେଶ୍ୱର: ରାଜଧାନୀରେ ଭଙ୍ଗାଯିବ ୧୯୪ଟି ଆପାର୍ଟମେଣ୍ଟ । ୧୯୪ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ରାଜଧାନୀରେ ୧୬୪୩ଟି ଆପାର୍ଟମେଣ୍ଟ ନକ୍ସା ଅନୁମୋଦନ ମିଳିଛି । ସହର ଓ ଆଖପାଖ ଅଞ୍ଚଳରେ ବେଆଇନ ନିର୍ମାଣ ହୋଇଛି । ଏନେଇ ହୋଇଥିବା ୫୭ଟି ମାମଲାର ସମାଧାନ ହୋଇଛି । ୯୧ଟି ବେଆଇନ ନିର୍ମାଣ ମାମଲାର ବିଚାର ଚାଲିଛି । ଅନ୍ୟଗୁଡ଼ିକ ସମ୍ପର୍କରେ ଏ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

30 Mar 2021 By The Sakala

ରାଜଧାନୀରେ ଭଙ୍ଗାଯିବ ୧୯୪ଟି ଆପାର୍ଟମେଣ୍ଟ

ଭୁବନେଶ୍ୱର: ରାଜଧାନୀରେ ଭଙ୍ଗାଯିବ ୧୯୪ଟି ଆପାର୍ଟମେଣ୍ଟ । ୧୯୪ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ରାଜଧାନୀରେ ୧୬୪୩ଟି ଆପାର୍ଟମେଣ୍ଟ ନକ୍ସା ଅନୁମୋଦନ ମିଳିଛି । ସହର ଓ ଆଖପାଖ ଅଞ୍ଚଳରେ ବେଆଇନ ନିର୍ମାଣ ହୋଇଛି । ଏନେଇ ହୋଇଥିବା ୫୭ଟି ମାମଲାର ସମାଧାନ ହୋଇଛି । ୯୧ଟି ବେଆଇନ ନିର୍ମାଣ ମାମଲାର ବିଚାର ଚାଲିଛି । ଅନ୍ୟଗୁଡ଼ିକ ସମ୍ପର୍କରେ ଏ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର