ଜୁନିୟର ହକି ବିଶ୍ୱକପ୍: ଭାରତୀୟ ଟିମ୍ ଘୋଷଣା, ୩ ଓଡ଼ିଆ ଖେଳାଳୀ ସାମିଲ

The Sakala Picture
Published On

ଭୁବନେଶ୍ୱର: ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ। ଏଥିପାଇଁ ପୁରୁଷ ଜୁନିୟର ହକି ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ହୋଇଛି। ୧୮ଜଣିଆ ଦଳ ଘୋଷଣା କରିଛି FIH । ସୂଚନା ମୁତାବ,କ ଭାରତୀୟ ହକି ଜଳରେ ବିବେକ ସାଗର ପ୍ରସାଦ ଟିମରେ ଅଧିନାୟକ ରହିବେ। ସେହିପରି ଉପଅଧିନାୟକ ହେଲେ ଡିଫେଣ୍ଡର ସଞ୍ଜୟ। ସବୁଠୁ ବଡ଼ କଥା ହେଉଛି ୧୮ଜଣିଆ ଦଳରେ […]

ଭୁବନେଶ୍ୱର: ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ। ଏଥିପାଇଁ ପୁରୁଷ ଜୁନିୟର ହକି ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ହୋଇଛି। ୧୮ଜଣିଆ ଦଳ ଘୋଷଣା କରିଛି FIH ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ସୂଚନା ମୁତାବ,କ ଭାରତୀୟ ହକି ଜଳରେ ବିବେକ ସାଗର ପ୍ରସାଦ ଟିମରେ ଅଧିନାୟକ ରହିବେ। ସେହିପରି ଉପଅଧିନାୟକ ହେଲେ ଡିଫେଣ୍ଡର ସଞ୍ଜୟ। ସବୁଠୁ ବଡ଼ କଥା ହେଉଛି ୧୮ଜଣିଆ ଦଳରେ ୩ ଓଡ଼ିଆ ସାମିଲ ହୋଇଛନ୍ତି। ଓଡ଼ିଶାର ଅଭିଶେକ ଲାକ୍ରା, ସୁଦୀପ ଚିର୍ମାକୋ, ସୁନୀଲ ଜୋଜୋ ଟିମରେ ସ୍ଥାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

୨୪ ନଭେମ୍ବରରୁ ଭାରତର ପ୍ରଥମ ଅଭିଯାନ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଫ୍ରାନ୍ସ ସହ ମୁହାଁମୁହିଁ ହେବ ଭାରତ । ମୋଟ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ। ୨୫ ତାରିଖରେ କାନାଡାକୁ ଏବଂ ୨୭ରେ ପୋଲାଣ୍ଡକୁ ଭେଟିବ ଭାରତୀୟ ଦଳ। ୧ ଡିସେମ୍ବରରୁ ୫ଯାଏଁ ନକ୍ ଆଉଟ ମ୍ୟାଚ୍ ଖେଳାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର