ରେଳଧାରଣା ପାର କରୁଥିବାବେଳେ ଧକ୍କା ଦେଲା ଟ୍ରେନ, ଚାଲିଗଲା ଯୁବକଙ୍କ ଜୀବନ

The Sakala Picture
Published On

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ଭଗବାନପୁର – ବାମଡା ରାସ୍ତା ଫାଟକ ନିକଟରେ ଟ୍ରେନ ଦୁର୍ଘଟଣାରେ ଜୈନେକ ଯୁବକ ପ୍ରାଣ ହରାଇଛନ୍ତି । ଯୁବକ ଜଣକ ହେଉଛନ୍ତି ଭଗବାନପୁର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ପୁଅ ଲକ୍ଷ୍ମୀଧର (୩୨) । ସୂଚନା ମୁତାବକ ଲକ୍ଷ୍ମୀଧର ନିଜ ବାଇକ (ଓଡ଼ି୧୧ ଏକ୍ସ ୮୧୩୭) ନେଇ ତେଲ ପକାଇବା ନିମନ୍ତେ ପାଖ ବଜାରକୁ ଯାଇଥିଲେ । ସେହି ସମୟରେ ମଙ୍ଗଳବାର ସକାଳ […]

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ଭଗବାନପୁର – ବାମଡା ରାସ୍ତା ଫାଟକ ନିକଟରେ ଟ୍ରେନ ଦୁର୍ଘଟଣାରେ ଜୈନେକ ଯୁବକ ପ୍ରାଣ ହରାଇଛନ୍ତି । ଯୁବକ ଜଣକ ହେଉଛନ୍ତି ଭଗବାନପୁର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ପୁଅ ଲକ୍ଷ୍ମୀଧର (୩୨) ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ସୂଚନା ମୁତାବକ ଲକ୍ଷ୍ମୀଧର ନିଜ ବାଇକ (ଓଡ଼ି୧୧ ଏକ୍ସ ୮୧୩୭) ନେଇ ତେଲ ପକାଇବା ନିମନ୍ତେ ପାଖ ବଜାରକୁ ଯାଇଥିଲେ । ସେହି ସମୟରେ ମଙ୍ଗଳବାର ସକାଳ ପ୍ରାୟ ଦିନ ୧୦ ଟା ସମୟରେ ଭଗବାନପୁର ଫାଟକ ଦେଇ ବାଲେଶ୍ୱର-ବାଙ୍ଗିରିପୋଷି ମେମୁ ଟ୍ରେନ ଅତିକ୍ରମ କରୁଥିବାରୁ ଲକ୍ଷ୍ମୀଧରଙ୍କ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଲକ୍ଷ୍ମୀଧରଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ବାଇକକୁ ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ ଘୋଷାରି ନେଇଥିଲା । ଖବରପାଇ ବୈଶିଙ୍ଗା ପୁଲିସ ଏବଂ ରେଳ ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

13 Jun 2023 By The Sakala

ରେଳଧାରଣା ପାର କରୁଥିବାବେଳେ ଧକ୍କା ଦେଲା ଟ୍ରେନ, ଚାଲିଗଲା ଯୁବକଙ୍କ ଜୀବନ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ଭଗବାନପୁର – ବାମଡା ରାସ୍ତା ଫାଟକ ନିକଟରେ ଟ୍ରେନ ଦୁର୍ଘଟଣାରେ ଜୈନେକ ଯୁବକ ପ୍ରାଣ ହରାଇଛନ୍ତି । ଯୁବକ ଜଣକ ହେଉଛନ୍ତି ଭଗବାନପୁର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ପୁଅ ଲକ୍ଷ୍ମୀଧର (୩୨) ।

ସୂଚନା ମୁତାବକ ଲକ୍ଷ୍ମୀଧର ନିଜ ବାଇକ (ଓଡ଼ି୧୧ ଏକ୍ସ ୮୧୩୭) ନେଇ ତେଲ ପକାଇବା ନିମନ୍ତେ ପାଖ ବଜାରକୁ ଯାଇଥିଲେ । ସେହି ସମୟରେ ମଙ୍ଗଳବାର ସକାଳ ପ୍ରାୟ ଦିନ ୧୦ ଟା ସମୟରେ ଭଗବାନପୁର ଫାଟକ ଦେଇ ବାଲେଶ୍ୱର-ବାଙ୍ଗିରିପୋଷି ମେମୁ ଟ୍ରେନ ଅତିକ୍ରମ କରୁଥିବାରୁ ଲକ୍ଷ୍ମୀଧରଙ୍କ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଲକ୍ଷ୍ମୀଧରଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ବାଇକକୁ ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ ଘୋଷାରି ନେଇଥିଲା । ଖବରପାଇ ବୈଶିଙ୍ଗା ପୁଲିସ ଏବଂ ରେଳ ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର