ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

The Sakala Picture
Published On

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସିଙ୍ଗଡ଼ା ସେକ୍ସନର ପୋଖରିଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ସୁଶାନ୍ତ ହେମ୍ବ୍ରମ (୩୫) । ଖବର ଅନୁଯାୟୀ, ସୁଶାନ୍ତ ଆଜି ସକାଳ ସମୟରେ ନିକଟସ୍ଥ କାଜୁ ଜଙ୍ଗଲକୁ ଝାଡା ଯାଇଥିଲେ । ହାତୀପଲ ଉକ୍ତ ଜଙ୍ଗଲରୁ ଚାଲିଯାଇଥିବା ବେଳେ ଗୋଟିଏ ଦନ୍ତା ସେଠାରେ ରହିଥିବା ସମ୍ଭନ୍ଧରେ ସୁଶାନ୍ତ ଜାଣି ନ ଥିଲା । କାଜୁ ଜଙ୍ଗଲକୁ […]

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସିଙ୍ଗଡ଼ା ସେକ୍ସନର ପୋଖରିଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ସୁଶାନ୍ତ ହେମ୍ବ୍ରମ (୩୫) ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ଖବର ଅନୁଯାୟୀ, ସୁଶାନ୍ତ ଆଜି ସକାଳ ସମୟରେ ନିକଟସ୍ଥ କାଜୁ ଜଙ୍ଗଲକୁ ଝାଡା ଯାଇଥିଲେ । ହାତୀପଲ ଉକ୍ତ ଜଙ୍ଗଲରୁ ଚାଲିଯାଇଥିବା ବେଳେ ଗୋଟିଏ ଦନ୍ତା ସେଠାରେ ରହିଥିବା ସମ୍ଭନ୍ଧରେ ସୁଶାନ୍ତ ଜାଣି ନ ଥିଲା । କାଜୁ ଜଙ୍ଗଲକୁ ସୁଶାନ୍ତ ପ୍ରବେଶ ମାତ୍ରେ ଗୋଠଛଡ଼ା ଦନ୍ତା ଆକ୍ରମଣ କରିଥିଲା । ସୁଶାନ୍ତ ଚିତ୍କାର କରିବାରୁ ଦନ୍ତା ପଳାଇଯାଥିଲା। ହେଲେ ସୁଶାନ୍ତଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ହାତୀଟି ଦାନ୍ତ ଦ୍ୱାରା ତାଙ୍କ ଜଙ୍ଘକୁ କଣା କରିଦେଇଥିଲା। ଖବରପାଇ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଆମ୍ବୁଲାନ୍ସ ଯୋଗେ ତାକୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସୁଶାନ୍ତ ଗୁରୁତର ଥିବାରୁ କେନ୍ଦୁଝର ଡାକ୍ତରଖାନା ଏବଂ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ମାତ୍ର ସେଠାରେ ସେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ସୁଶାନ୍ତ ମୟୁରଭଞ୍ଜ ରଙ୍ଗ ତୁଳି କଳାକାର ସଂଘର ସକ୍ରିୟ ସଦସ୍ୟ ଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

25 Oct 2023 By The Sakala

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସିଙ୍ଗଡ଼ା ସେକ୍ସନର ପୋଖରିଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ସୁଶାନ୍ତ ହେମ୍ବ୍ରମ (୩୫) ।

ଖବର ଅନୁଯାୟୀ, ସୁଶାନ୍ତ ଆଜି ସକାଳ ସମୟରେ ନିକଟସ୍ଥ କାଜୁ ଜଙ୍ଗଲକୁ ଝାଡା ଯାଇଥିଲେ । ହାତୀପଲ ଉକ୍ତ ଜଙ୍ଗଲରୁ ଚାଲିଯାଇଥିବା ବେଳେ ଗୋଟିଏ ଦନ୍ତା ସେଠାରେ ରହିଥିବା ସମ୍ଭନ୍ଧରେ ସୁଶାନ୍ତ ଜାଣି ନ ଥିଲା । କାଜୁ ଜଙ୍ଗଲକୁ ସୁଶାନ୍ତ ପ୍ରବେଶ ମାତ୍ରେ ଗୋଠଛଡ଼ା ଦନ୍ତା ଆକ୍ରମଣ କରିଥିଲା । ସୁଶାନ୍ତ ଚିତ୍କାର କରିବାରୁ ଦନ୍ତା ପଳାଇଯାଥିଲା। ହେଲେ ସୁଶାନ୍ତଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ହାତୀଟି ଦାନ୍ତ ଦ୍ୱାରା ତାଙ୍କ ଜଙ୍ଘକୁ କଣା କରିଦେଇଥିଲା। ଖବରପାଇ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଆମ୍ବୁଲାନ୍ସ ଯୋଗେ ତାକୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସୁଶାନ୍ତ ଗୁରୁତର ଥିବାରୁ କେନ୍ଦୁଝର ଡାକ୍ତରଖାନା ଏବଂ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ମାତ୍ର ସେଠାରେ ସେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ସୁଶାନ୍ତ ମୟୁରଭଞ୍ଜ ରଙ୍ଗ ତୁଳି କଳାକାର ସଂଘର ସକ୍ରିୟ ସଦସ୍ୟ ଥିବା ଜଣାଯାଇଛି ।

https://www.thesakala.in/latest-odisha-news/mayurbhanj/one-dies-in-elephant-attack/article-26694
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର