କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Madhusudan Das Picture
Published On

ବାରିପଦା: ହାତୀ ଶାବକର ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ହାତୀମୁଣ୍ଡି  କାଜୁ ଜଙ୍ଗଲରେ ଏକ ହାତୀ ଛୁଆର ମୃତ ଦେହକୁ ବନବିଭାଗ ଉଦ୍ଧାର କରିଛି । ଶିମିଳିପାଳରୁ  ଚାଲି ଆସିଥିବା ହାତୀ ପଲ ମଧ୍ୟରେ ଏହି ୧୭ଦିନର ହାତୀଶାବକଟି ପୋଖରୀଆ ଜଙ୍ଗଲରେ ଜନ୍ମ ହୋଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ଡାକ୍ତରୀଦଳ ସହିତ ପହଞ୍ଚି ପରବର୍ତ୍ତୀ ପଦକ୍ଷେପ ଆରମ୍ଭ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର