ଦେଖା କରିବାକୁ ଆସି ଫସିଗଲେ ପ୍ରେମିକ, ତାଲା ମାରି ବାକ୍ସରେ ଲୁଚାଇଲା ପ୍ରେମିକା

The Sakala Picture
Published On

ଶୁକୃଳି: ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ପ୍ରେମିକ। ଘରେ ପଶିଥିବା ବେଳେ ପ୍ରେମିକାଙ୍କ ରୁମ୍‌କୁ ହଠାତ୍ ପଶିଗଲେ ବଡ଼ ଭାଇ। ଯୁବତୀ ଜଣ ପ୍ରେମିକକୁ ପରିବାରର ସଦସ୍ୟଙ୍କ ଠାରୁ ବଞ୍ଚାଇବା ପାଇଁ ଘରେ ଥିବା ବାକ୍ସ ଭିତରେ ଲୁଚାଇ ତାଲା ପକାଇଦେଲେ ଯୁବତୀ। ପରେ ଘରେ ଲୋକ ଯୁବତୀଙ୍କୁ ବାକ୍ସ ଖୋଲିବାକୁ ବାଧ୍ୟ କରିଥିଲେ। ପ୍ରେମିକ ପାଇଁ ମାଡ଼ ମଧ୍ୟ ଖାଇଥିଲେ। ଶେଷରେ ନିଜେ ବାକ୍ସର ତାଲା ଖୋଲି ପ୍ରେମିକକୁ ବାହାର କରିଥିଲେ। ଏହି ସମୟ ଏକ […]

ଶୁକୃଳି: ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ପ୍ରେମିକ। ଘରେ ପଶିଥିବା ବେଳେ ପ୍ରେମିକାଙ୍କ ରୁମ୍‌କୁ ହଠାତ୍ ପଶିଗଲେ ବଡ଼ ଭାଇ। ଯୁବତୀ ଜଣ ପ୍ରେମିକକୁ ପରିବାରର ସଦସ୍ୟଙ୍କ ଠାରୁ ବଞ୍ଚାଇବା ପାଇଁ ଘରେ ଥିବା ବାକ୍ସ ଭିତରେ ଲୁଚାଇ ତାଲା ପକାଇଦେଲେ ଯୁବତୀ। ପରେ ଘରେ ଲୋକ ଯୁବତୀଙ୍କୁ ବାକ୍ସ ଖୋଲିବାକୁ ବାଧ୍ୟ କରିଥିଲେ। ପ୍ରେମିକ ପାଇଁ ମାଡ଼ ମଧ୍ୟ ଖାଇଥିଲେ। ଶେଷରେ ନିଜେ ବାକ୍ସର ତାଲା ଖୋଲି ପ୍ରେମିକକୁ ବାହାର କରିଥିଲେ। ଏହି ସମୟ ଏକ ମଜାଦାର ଭିଡଓ ମ ସୋସିଆଲ୍ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଘଟିଛି ଶୁକୃଳି ବ୍ଲକ ଅଞ୍ଚଳରେ ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ଜଣେ ଯୁବତୀ ନିକଟସ୍ଥ ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଉଭୟ ଭଲରେ ମିଳାମିଶା କରିପାରୁ ନ ଥିଲେ । କିନ୍ତୁ ଆଜି ଯୁବତୀଙ୍କ ଘରେ କେହି ନଥିଲେ । ଏଥିପାଇଁ ସେ ତାଙ୍କ ପ୍ରେମିକଙ୍କୁ ଘରକୁ ଡାକିଥିଲେ । ପ୍ରେମିକ ମଧ୍ୟ ଖୁସିରେ ଯୁବତୀଙ୍କ ଘରକୁ ଆସିଥିଲେ । କିନ୍ତୁ ସବୁ ବିଗିଡିଗଲା । ଉଭୟେ ପ୍ରେମାଳାପରେ ମାତିଥିବା ବେଳେ ଯୁବତୀଙ୍କ ଭାଇ ପଳାଇ ଆସିଥିଲେ । ଏତିକିରେ କଥା ସରିଗଲା ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଯୁବତୀଜଣଙ୍କ ବାଟ ନପାଇ ଘରେ ଥିବା ଏକ ବାକ୍ସ ଭିତରେ ପ୍ରେମିକକୁ ପୁରାଇ ଦେଇଥିଲେ। ଏପରିକି ତାଲା ମଧ୍ୟ ପକାଇଥିଲେ । ତେବେ ଘରଲୋକେ ଏହା ଜାଣିପାରି ଯୁବତୀଙ୍କୁ ବାକ୍ସର ତାଲା ଖୋଲିବାକୁ କହିଥିଲେ । କିନ୍ତୁ ଯୁବତୀ ଭୟରେ ଖୋଲି ନ ଥିଲେ । ବଡ଼ ଭାଇ ସାଙ୍ଗ ଓ ତାଙ୍କ ମା’ ଏହି ସମୟର ଭିଡିଓ ମୋବାଇରେ ରେକର୍ଡ କରିବା ସହ ଯୁବତୀଙ୍କୁ ବାକ୍ସ ଖୋଲିବାକୁ ବାଧ୍ୟ କରିଥିଲେ। ଯୁବକଙ୍କୁ ବଞ୍ଚାଇବ ପାଇଁ ମାଡ଼ ମଧ୍ୟ ଖାଇଥିଲେ। ପରେ ସେ ଉଭୟ ଉଭୟଙ୍କୁ ଭଲ ପାଇବା ସହ ବିବାହ କରିଥିବା ପରିବାରଲୋକଙ୍କୁ ଜଣାଇଥିଲେ। କିନ୍ତୁ ଯୁବକଙ୍କୁ ଧରିବା ପାଇଁ ବାକ୍ସ ଖୋଲିଥିଲେ। ସେହି ସମୟ ଭିଡିଓ ନକରିବାକୁ ଭାଇକୁ ବିରୋଧ କରିଥିଲେ। ଭାଇ ତାଙ୍କୁ ବିବାହର ପ୍ରମାଣ ମାଗିଥିଲେ ହେଁ ପ୍ରେମିଯୁଗଳ ଏହାର ସଠିକ୍ ତଥ୍ୟ ଦେଇପାରିନଥିଲେ।।ଏହି ମଜାଦାର ଘଟଣାକୁ ନେଇ ଗ୍ରାମରେ ଚର୍ଚ୍ଚା ହେବା ପରେ ଯୁବତୀଙ୍କ ଘରେ ଗହଳି ଲାଗିଥିଲା । ତେବେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

08 Jul 2021 By The Sakala

ଦେଖା କରିବାକୁ ଆସି ଫସିଗଲେ ପ୍ରେମିକ, ତାଲା ମାରି ବାକ୍ସରେ ଲୁଚାଇଲା ପ୍ରେମିକା

ଶୁକୃଳି: ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ପ୍ରେମିକ। ଘରେ ପଶିଥିବା ବେଳେ ପ୍ରେମିକାଙ୍କ ରୁମ୍‌କୁ ହଠାତ୍ ପଶିଗଲେ ବଡ଼ ଭାଇ। ଯୁବତୀ ଜଣ ପ୍ରେମିକକୁ ପରିବାରର ସଦସ୍ୟଙ୍କ ଠାରୁ ବଞ୍ଚାଇବା ପାଇଁ ଘରେ ଥିବା ବାକ୍ସ ଭିତରେ ଲୁଚାଇ ତାଲା ପକାଇଦେଲେ ଯୁବତୀ। ପରେ ଘରେ ଲୋକ ଯୁବତୀଙ୍କୁ ବାକ୍ସ ଖୋଲିବାକୁ ବାଧ୍ୟ କରିଥିଲେ। ପ୍ରେମିକ ପାଇଁ ମାଡ଼ ମଧ୍ୟ ଖାଇଥିଲେ। ଶେଷରେ ନିଜେ ବାକ୍ସର ତାଲା ଖୋଲି ପ୍ରେମିକକୁ ବାହାର କରିଥିଲେ। ଏହି ସମୟ ଏକ ମଜାଦାର ଭିଡଓ ମ ସୋସିଆଲ୍ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଘଟିଛି ଶୁକୃଳି ବ୍ଲକ ଅଞ୍ଚଳରେ ।

ଜଣେ ଯୁବତୀ ନିକଟସ୍ଥ ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଉଭୟ ଭଲରେ ମିଳାମିଶା କରିପାରୁ ନ ଥିଲେ । କିନ୍ତୁ ଆଜି ଯୁବତୀଙ୍କ ଘରେ କେହି ନଥିଲେ । ଏଥିପାଇଁ ସେ ତାଙ୍କ ପ୍ରେମିକଙ୍କୁ ଘରକୁ ଡାକିଥିଲେ । ପ୍ରେମିକ ମଧ୍ୟ ଖୁସିରେ ଯୁବତୀଙ୍କ ଘରକୁ ଆସିଥିଲେ । କିନ୍ତୁ ସବୁ ବିଗିଡିଗଲା । ଉଭୟେ ପ୍ରେମାଳାପରେ ମାତିଥିବା ବେଳେ ଯୁବତୀଙ୍କ ଭାଇ ପଳାଇ ଆସିଥିଲେ । ଏତିକିରେ କଥା ସରିଗଲା ।

ଯୁବତୀଜଣଙ୍କ ବାଟ ନପାଇ ଘରେ ଥିବା ଏକ ବାକ୍ସ ଭିତରେ ପ୍ରେମିକକୁ ପୁରାଇ ଦେଇଥିଲେ। ଏପରିକି ତାଲା ମଧ୍ୟ ପକାଇଥିଲେ । ତେବେ ଘରଲୋକେ ଏହା ଜାଣିପାରି ଯୁବତୀଙ୍କୁ ବାକ୍ସର ତାଲା ଖୋଲିବାକୁ କହିଥିଲେ । କିନ୍ତୁ ଯୁବତୀ ଭୟରେ ଖୋଲି ନ ଥିଲେ । ବଡ଼ ଭାଇ ସାଙ୍ଗ ଓ ତାଙ୍କ ମା’ ଏହି ସମୟର ଭିଡିଓ ମୋବାଇରେ ରେକର୍ଡ କରିବା ସହ ଯୁବତୀଙ୍କୁ ବାକ୍ସ ଖୋଲିବାକୁ ବାଧ୍ୟ କରିଥିଲେ। ଯୁବକଙ୍କୁ ବଞ୍ଚାଇବ ପାଇଁ ମାଡ଼ ମଧ୍ୟ ଖାଇଥିଲେ। ପରେ ସେ ଉଭୟ ଉଭୟଙ୍କୁ ଭଲ ପାଇବା ସହ ବିବାହ କରିଥିବା ପରିବାରଲୋକଙ୍କୁ ଜଣାଇଥିଲେ। କିନ୍ତୁ ଯୁବକଙ୍କୁ ଧରିବା ପାଇଁ ବାକ୍ସ ଖୋଲିଥିଲେ। ସେହି ସମୟ ଭିଡିଓ ନକରିବାକୁ ଭାଇକୁ ବିରୋଧ କରିଥିଲେ। ଭାଇ ତାଙ୍କୁ ବିବାହର ପ୍ରମାଣ ମାଗିଥିଲେ ହେଁ ପ୍ରେମିଯୁଗଳ ଏହାର ସଠିକ୍ ତଥ୍ୟ ଦେଇପାରିନଥିଲେ।।ଏହି ମଜାଦାର ଘଟଣାକୁ ନେଇ ଗ୍ରାମରେ ଚର୍ଚ୍ଚା ହେବା ପରେ ଯୁବତୀଙ୍କ ଘରେ ଗହଳି ଲାଗିଥିଲା । ତେବେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର