ପ୍ରାତଃଭ୍ରମଣରେ ଯାଉଥିବାବେଳେ ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

The Sakala Picture
Published On

ବାରିପଦା: ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜରେ ଆଜି ସକାଳେ ଏହି ଘଟଣା ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ଅଧୀନ ବେଢାଝାଲର ଅଞ୍ଚଳର ଅଧର ପାତ୍ର । ସେ ରାସଗୋବିନ୍ଦପୁର ଥାନା ଅଧୀନ ସାରୁମୂଳା ଗାଁ ନିଜ ଝିଅ ଜ୍ୱାଇଁ ଘରକୁ ଆସିଥିଲେ । ସକାଳେ ପ୍ରାତଃଭ୍ରମଣ ପାଇଁ ଯାଉଥିବା ବେଳେ ମାହାଲୀ ସାହି ନିକଟରେ ଏକ ଦନ୍ତା ହାତୀ ହାବୁଡ଼ର ପଡ଼ି […]

ବାରିପଦା: ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜରେ ଆଜି ସକାଳେ ଏହି ଘଟଣା ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ଅଧୀନ ବେଢାଝାଲର ଅଞ୍ଚଳର ଅଧର ପାତ୍ର । ସେ ରାସଗୋବିନ୍ଦପୁର ଥାନା ଅଧୀନ ସାରୁମୂଳା ଗାଁ ନିଜ ଝିଅ ଜ୍ୱାଇଁ ଘରକୁ ଆସିଥିଲେ । ସକାଳେ ପ୍ରାତଃଭ୍ରମଣ ପାଇଁ ଯାଉଥିବା ବେଳେ ମାହାଲୀ ସାହି ନିକଟରେ ଏକ ଦନ୍ତା ହାତୀ ହାବୁଡ଼ର ପଡ଼ି ଯାଇଥିଲେ । ଦନ୍ତା ହାତୀ ତାଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଛି । ଖବର ପାଇ ରାସଗୋବିନ୍ଦପୁର ବନକର୍ମଚାରୀ ମୃତଦେହ ଉଦ୍ଧାର କରି ବ୍ୟବେଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

14 Jul 2023 By The Sakala

ପ୍ରାତଃଭ୍ରମଣରେ ଯାଉଥିବାବେଳେ ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ବାରିପଦା: ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜରେ ଆଜି ସକାଳେ ଏହି ଘଟଣା ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ଅଧୀନ ବେଢାଝାଲର ଅଞ୍ଚଳର ଅଧର ପାତ୍ର । ସେ ରାସଗୋବିନ୍ଦପୁର ଥାନା ଅଧୀନ ସାରୁମୂଳା ଗାଁ ନିଜ ଝିଅ ଜ୍ୱାଇଁ ଘରକୁ ଆସିଥିଲେ । ସକାଳେ ପ୍ରାତଃଭ୍ରମଣ ପାଇଁ ଯାଉଥିବା ବେଳେ ମାହାଲୀ ସାହି ନିକଟରେ ଏକ ଦନ୍ତା ହାତୀ ହାବୁଡ଼ର ପଡ଼ି ଯାଇଥିଲେ । ଦନ୍ତା ହାତୀ ତାଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଛି । ଖବର ପାଇ ରାସଗୋବିନ୍ଦପୁର ବନକର୍ମଚାରୀ ମୃତଦେହ ଉଦ୍ଧାର କରି ବ୍ୟବେଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର