ବେଆଇନ ଗଚ୍ଛିତ ୩୮ଅକ୍ସିଜେନ ସିଲିଣ୍ଡର ଜବତ, ଜଣେ ଅଟକ

The Sakala Picture
Published On

ବାରିପଦା: ବାରିପଦା ସ୍ଥାନୀୟ ଟାଉନ ପୁଲିସ ତଖତପୁରରେ ଥିବା ଆରଏମସି ମାର୍କେଟ କମ୍ପଲେକ୍ସର ଏକ ଗୋଦାମରୁ ଛୋଟବଡ ୩୮ଟି ଅକ୍ସିଜେନ ସିଲିଣ୍ଡର ଜବତ କରିଛି । ଘଟଣାରେ ଜଡ଼ିତ ଗୋଦାମ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଅଭିଯୁକ୍ତ ଜଣଙ୍କ କରୋନା ଆକ୍ରାନ୍ତ ପରିବାରଙ୍କୁ ୨୧ରୁ ୨୫ହଜାର ଟଙ୍କା ବିନିମୟରେ କଳାବଜାରରେ ସିଲିଣ୍ଡର ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବ୍ୟବସାୟ ପଛରେ ବାରିପଦାର ବଡବଡିଆଙ୍କ ସମ୍ପୃକ୍ତି ଥିବା ଆଲୋଚନା ହେଉଛି ।

ବାରିପଦା: ବାରିପଦା ସ୍ଥାନୀୟ ଟାଉନ ପୁଲିସ ତଖତପୁରରେ ଥିବା ଆରଏମସି ମାର୍କେଟ କମ୍ପଲେକ୍ସର ଏକ ଗୋଦାମରୁ ଛୋଟବଡ ୩୮ଟି ଅକ୍ସିଜେନ ସିଲିଣ୍ଡର ଜବତ କରିଛି । ଘଟଣାରେ ଜଡ଼ିତ ଗୋଦାମ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ଅଭିଯୁକ୍ତ ଜଣଙ୍କ କରୋନା ଆକ୍ରାନ୍ତ ପରିବାରଙ୍କୁ ୨୧ରୁ ୨୫ହଜାର ଟଙ୍କା ବିନିମୟରେ କଳାବଜାରରେ ସିଲିଣ୍ଡର ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବ୍ୟବସାୟ ପଛରେ ବାରିପଦାର ବଡବଡିଆଙ୍କ ସମ୍ପୃକ୍ତି ଥିବା ଆଲୋଚନା ହେଉଛି ।

20 May 2021 By The Sakala

ବେଆଇନ ଗଚ୍ଛିତ ୩୮ଅକ୍ସିଜେନ ସିଲିଣ୍ଡର ଜବତ, ଜଣେ ଅଟକ

ବାରିପଦା: ବାରିପଦା ସ୍ଥାନୀୟ ଟାଉନ ପୁଲିସ ତଖତପୁରରେ ଥିବା ଆରଏମସି ମାର୍କେଟ କମ୍ପଲେକ୍ସର ଏକ ଗୋଦାମରୁ ଛୋଟବଡ ୩୮ଟି ଅକ୍ସିଜେନ ସିଲିଣ୍ଡର ଜବତ କରିଛି । ଘଟଣାରେ ଜଡ଼ିତ ଗୋଦାମ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ଅଭିଯୁକ୍ତ ଜଣଙ୍କ କରୋନା ଆକ୍ରାନ୍ତ ପରିବାରଙ୍କୁ ୨୧ରୁ ୨୫ହଜାର ଟଙ୍କା ବିନିମୟରେ କଳାବଜାରରେ ସିଲିଣ୍ଡର ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବ୍ୟବସାୟ ପଛରେ ବାରିପଦାର ବଡବଡିଆଙ୍କ ସମ୍ପୃକ୍ତି ଥିବା ଆଲୋଚନା ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର