ଶିମିଳିପାଳ ଜାତୀୟ ଉଦ୍ୟାନରେ ଏକ ମାଈ ହାତୀର ମୃତ୍ୟୁ

The Sakala Picture
Published On

ବାରିପଦା: ମଙ୍ଗଳବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜାତୀୟ ଉଦ୍ୟାନ ରେଞ୍ଜରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହାତୀଟିର ବୟସ ୪୫ବର୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର(ଦକ୍ଷିଣ) ଉପନିର୍ଦେଶକ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ବନବିଭାଗ କର୍ମଚାରୀ ପଟ୍ରୋଲିଂ ସମୟରେ ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଛେଦ ପରେ ହାତୀଟିର କିଡ଼ନୀରେ ପୁଜ ଜମି ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତାର ବ୍ୟବଛେଦ ଶରୀରକୁ ଦାହ କରାଯାଇଛି […]

ବାରିପଦା: ମଙ୍ଗଳବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜାତୀୟ ଉଦ୍ୟାନ ରେଞ୍ଜରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହାତୀଟିର ବୟସ ୪୫ବର୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର(ଦକ୍ଷିଣ) ଉପନିର୍ଦେଶକ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ବନବିଭାଗ କର୍ମଚାରୀ ପଟ୍ରୋଲିଂ ସମୟରେ ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଛେଦ ପରେ ହାତୀଟିର କିଡ଼ନୀରେ ପୁଜ ଜମି ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତାର ବ୍ୟବଛେଦ ଶରୀରକୁ ଦାହ କରାଯାଇଛି ବୋଲି ଶ୍ରୀ ପତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

11 May 2021 By The Sakala

ଶିମିଳିପାଳ ଜାତୀୟ ଉଦ୍ୟାନରେ ଏକ ମାଈ ହାତୀର ମୃତ୍ୟୁ

ବାରିପଦା: ମଙ୍ଗଳବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜାତୀୟ ଉଦ୍ୟାନ ରେଞ୍ଜରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହାତୀଟିର ବୟସ ୪୫ବର୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର(ଦକ୍ଷିଣ) ଉପନିର୍ଦେଶକ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ବନବିଭାଗ କର୍ମଚାରୀ ପଟ୍ରୋଲିଂ ସମୟରେ ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଛେଦ ପରେ ହାତୀଟିର କିଡ଼ନୀରେ ପୁଜ ଜମି ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତାର ବ୍ୟବଛେଦ ଶରୀରକୁ ଦାହ କରାଯାଇଛି ବୋଲି ଶ୍ରୀ ପତି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର