ବାଇକ୍- ଡମ୍ଫର ମୁହାଁମୁହିଁ ଧକ୍କା, ୨ ସାଙ୍ଗ ମୃତ

The Sakala Picture
Published On

ସାରସକଣା: ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଦୁଇ ଯୁବକ ଘରକୁ ଫେରୁଥିବା ବାଟରେ ଦୁର୍ଘଟଣା ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ନେଇ ଝାରପୋଖରୀଆ ଅଞ୍ଚଳ ଶୋକାକୁଳ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ଆଜି ବାହରାଗୋଡା ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଏକ ଡମ୍ଫର ସମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଯୋଗେ ଘରକୁ ଫେରୁଥିବା ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଗ୍ରାମର ସତ୍ୟନାରାୟଣ […]

ସାରସକଣା: ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଦୁଇ ଯୁବକ ଘରକୁ ଫେରୁଥିବା ବାଟରେ ଦୁର୍ଘଟଣା ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ନେଇ ଝାରପୋଖରୀଆ ଅଞ୍ଚଳ ଶୋକାକୁଳ ହୋଇଯାଇଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ମିଳିଥିବା ସୂଚନା ମୁତାବକ, ଆଜି ବାହରାଗୋଡା ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଏକ ଡମ୍ଫର ସମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଯୋଗେ ଘରକୁ ଫେରୁଥିବା ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଗ୍ରାମର ସତ୍ୟନାରାୟଣ ରଣା ଏବଂ ତାପସ କୁମାର ମହାପାତ୍ର ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବାହରାଗୋଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ ହେଲେ ଡାକ୍ତର ଉଭୟ ଗୁରୁତରଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଖବର ପାଇ ବଡଶୋଳ ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ବାଇକକ ଓ ଦୁର୍ଘଟଣା ଘଟାଇଥିବା ଡମ୍ଫରକୁ ଜବତ କରି ପୁଲିସ ଷ୍ଟେସନକୁ ଆଣିଥିଲେ। ଖବର ପାଇବାପରେ ଉଭୟ ମୃତକଙ୍କ ସମ୍ପର୍କୀୟ ବାହାରାଗୋଡା ଡାକ୍ତରଖାନାକୁ ପହଞ୍ଚିଥିଲେ। ମୃତକଙ୍କ ଶବବ୍ୟବଚ୍ଛେଦ ପାଇଁ ଘାଟସିଲା ସବ-ଡିଭିଜନ ଡାକ୍ତରଖାନାକୁ ପଠାଇଥିବାର ଜଣାପଡିଛି । ତେବେ ଦୁଇ ମେଳାପୀ ଯୁବକଙ୍କ ମୃତ୍ୟୁକୁ ନେଇ ଝାରପୋଖରୀଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ଜଣାଯାଇଛି। ଦୁଇଜଣ ବ୍ୟବସାୟ କରୁଥିବା ବେଳେ ଜଣେ ବମ୍ବେଛକ ବଜାରରେ ଇଲେକ୍ଟ୍ରିକ ଦୋକାନ କରିଥିଲେ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

06 Feb 2023 By The Sakala

ବାଇକ୍- ଡମ୍ଫର ମୁହାଁମୁହିଁ ଧକ୍କା, ୨ ସାଙ୍ଗ ମୃତ

ସାରସକଣା: ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଦୁଇ ଯୁବକ ଘରକୁ ଫେରୁଥିବା ବାଟରେ ଦୁର୍ଘଟଣା ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ନେଇ ଝାରପୋଖରୀଆ ଅଞ୍ଚଳ ଶୋକାକୁଳ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ଆଜି ବାହରାଗୋଡା ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଏକ ଡମ୍ଫର ସମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଯୋଗେ ଘରକୁ ଫେରୁଥିବା ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଗ୍ରାମର ସତ୍ୟନାରାୟଣ ରଣା ଏବଂ ତାପସ କୁମାର ମହାପାତ୍ର ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବାହରାଗୋଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ ହେଲେ ଡାକ୍ତର ଉଭୟ ଗୁରୁତରଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଖବର ପାଇ ବଡଶୋଳ ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ବାଇକକ ଓ ଦୁର୍ଘଟଣା ଘଟାଇଥିବା ଡମ୍ଫରକୁ ଜବତ କରି ପୁଲିସ ଷ୍ଟେସନକୁ ଆଣିଥିଲେ। ଖବର ପାଇବାପରେ ଉଭୟ ମୃତକଙ୍କ ସମ୍ପର୍କୀୟ ବାହାରାଗୋଡା ଡାକ୍ତରଖାନାକୁ ପହଞ୍ଚିଥିଲେ। ମୃତକଙ୍କ ଶବବ୍ୟବଚ୍ଛେଦ ପାଇଁ ଘାଟସିଲା ସବ-ଡିଭିଜନ ଡାକ୍ତରଖାନାକୁ ପଠାଇଥିବାର ଜଣାପଡିଛି । ତେବେ ଦୁଇ ମେଳାପୀ ଯୁବକଙ୍କ ମୃତ୍ୟୁକୁ ନେଇ ଝାରପୋଖରୀଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ଜଣାଯାଇଛି। ଦୁଇଜଣ ବ୍ୟବସାୟ କରୁଥିବା ବେଳେ ଜଣେ ବମ୍ବେଛକ ବଜାରରେ ଇଲେକ୍ଟ୍ରିକ ଦୋକାନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର