ଟ୍ରକକୁ ପଛରୁ ପିଟିଲା କାର: ଦୁର୍ଘଟଣାରେ ଡ଼ାକ୍ତର ଗୁରୁତର

The Sakala Picture
Published On

ବାରିପଦା:  ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ରବିବାର ମଞ୍ଚାବନ୍ଧା ସ୍ଥିତ ଏକ ଟ୍ରକ ପଛରେ କାର ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର ଚାଳକ ମୟୁରଭଞ୍ଜର ଜଣାଶୁଣା ମହିଳା ଓ ପ୍ରସୂତୀ ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀ ଗୁରୁତର ହୋଇ ଗାଡି ମଧ୍ଯରେ ଫସି ରହିଥିଲେ। କଟର ସହାୟତାରେ କାରକୁ କାଟି ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସେ ବାଲେଶ୍ବରରୁ ବାରିପଦା ଫେରୁଥିବା ବେଳେ ଭାରସାମ୍ୟ […]

ବାରିପଦା:  ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ରବିବାର ମଞ୍ଚାବନ୍ଧା ସ୍ଥିତ ଏକ ଟ୍ରକ ପଛରେ କାର ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର ଚାଳକ ମୟୁରଭଞ୍ଜର ଜଣାଶୁଣା ମହିଳା ଓ ପ୍ରସୂତୀ ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀ ଗୁରୁତର ହୋଇ ଗାଡି ମଧ୍ଯରେ ଫସି ରହିଥିଲେ। କଟର ସହାୟତାରେ କାରକୁ କାଟି ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସେ ବାଲେଶ୍ବରରୁ ବାରିପଦା ଫେରୁଥିବା ବେଳେ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ହୋଇଛି। ତେବେ ରିପୋର୍ଟ ଲେଖା ହେବା ବେଳକୁ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ତାଙ୍କର ହାତ ଭାଙ୍ଗି ଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

24 Apr 2022 By The Sakala

ଟ୍ରକକୁ ପଛରୁ ପିଟିଲା କାର: ଦୁର୍ଘଟଣାରେ ଡ଼ାକ୍ତର ଗୁରୁତର

ବାରିପଦା:  ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ରବିବାର ମଞ୍ଚାବନ୍ଧା ସ୍ଥିତ ଏକ ଟ୍ରକ ପଛରେ କାର ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର ଚାଳକ ମୟୁରଭଞ୍ଜର ଜଣାଶୁଣା ମହିଳା ଓ ପ୍ରସୂତୀ ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀ ଗୁରୁତର ହୋଇ ଗାଡି ମଧ୍ଯରେ ଫସି ରହିଥିଲେ। କଟର ସହାୟତାରେ କାରକୁ କାଟି ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସେ ବାଲେଶ୍ବରରୁ ବାରିପଦା ଫେରୁଥିବା ବେଳେ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ହୋଇଛି। ତେବେ ରିପୋର୍ଟ ଲେଖା ହେବା ବେଳକୁ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ତାଙ୍କର ହାତ ଭାଙ୍ଗି ଥିବା କୁହାଯାଉଛି ।

https://www.thesakala.in/latest-odisha-news/mayurbhanj/dr-seriously-injured-in-accident/article-11017
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର