କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କେନ୍ଦୁପତ୍ର

The Sakala Picture
Published On

ମାଲକାନଗିରି : ହୁତୁ ହୁତୁ ହୋଇ ଜଳିଗଲା କେନ୍ଦୁପତ୍ର ଗୋଦାମ । ମାଲକାନଗିରି ଜିଲ୍ଲା ସଦର ନିକଟରେ ଥିବା ଏମଭି-୩ ସ୍ଥିତ ଜଣେ ବ୍ଯବସାୟୀଙ୍କ ଗୋଦାମରେ ଲାଗିଛି ନିଆଁ। ବିଳମ୍ବିତ ରାତିରେ ନିଆଁ ଲାଗିଥିବା ବେଳେ ରାତିରୁ ୪ଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ । ତଥାବି ନିଆଁ ବର୍ତ୍ତମାନ ସୁଦ୍ଧା ଲିଭି ନାହିଁ । ବର୍ତ୍ତମାନ ମଧ୍ୟ ଦୁଇଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । […]

ମାଲକାନଗିରି : ହୁତୁ ହୁତୁ ହୋଇ ଜଳିଗଲା କେନ୍ଦୁପତ୍ର ଗୋଦାମ । ମାଲକାନଗିରି ଜିଲ୍ଲା ସଦର ନିକଟରେ ଥିବା ଏମଭି-୩ ସ୍ଥିତ ଜଣେ ବ୍ଯବସାୟୀଙ୍କ ଗୋଦାମରେ ଲାଗିଛି ନିଆଁ। ବିଳମ୍ବିତ ରାତିରେ ନିଆଁ ଲାଗିଥିବା ବେଳେ ରାତିରୁ ୪ଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ । ତଥାବି ନିଆଁ ବର୍ତ୍ତମାନ ସୁଦ୍ଧା ଲିଭି ନାହିଁ । ବର୍ତ୍ତମାନ ମଧ୍ୟ ଦୁଇଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ପ୍ରାୟ ୪ କୋଟିରୁ ଉର୍ଦ୍ଧ ଟଙ୍କାର କେନ୍ଦୁ ପତ୍ର ଓ ମକା ପୋଡି ପାଉଁଶ ହୋଇଯାଇଛି । ରାତି ତମାମ ନିଆଁକୁ ଆୟତ କରିବା ପରେ ନିଆଁ କମିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କିଛି ବ୍ୟବସାୟୀ ମିଶି ଏହି ଗୋଦାମରେ ସାମଗ୍ରୀ ଗଛିତ ରଖିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

09 Jun 2024 By The Sakala

କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କେନ୍ଦୁପତ୍ର

ମାଲକାନଗିରି : ହୁତୁ ହୁତୁ ହୋଇ ଜଳିଗଲା କେନ୍ଦୁପତ୍ର ଗୋଦାମ । ମାଲକାନଗିରି ଜିଲ୍ଲା ସଦର ନିକଟରେ ଥିବା ଏମଭି-୩ ସ୍ଥିତ ଜଣେ ବ୍ଯବସାୟୀଙ୍କ ଗୋଦାମରେ ଲାଗିଛି ନିଆଁ। ବିଳମ୍ବିତ ରାତିରେ ନିଆଁ ଲାଗିଥିବା ବେଳେ ରାତିରୁ ୪ଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ । ତଥାବି ନିଆଁ ବର୍ତ୍ତମାନ ସୁଦ୍ଧା ଲିଭି ନାହିଁ । ବର୍ତ୍ତମାନ ମଧ୍ୟ ଦୁଇଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ପ୍ରାୟ ୪ କୋଟିରୁ ଉର୍ଦ୍ଧ ଟଙ୍କାର କେନ୍ଦୁ ପତ୍ର ଓ ମକା ପୋଡି ପାଉଁଶ ହୋଇଯାଇଛି । ରାତି ତମାମ ନିଆଁକୁ ଆୟତ କରିବା ପରେ ନିଆଁ କମିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କିଛି ବ୍ୟବସାୟୀ ମିଶି ଏହି ଗୋଦାମରେ ସାମଗ୍ରୀ ଗଛିତ ରଖିଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର