କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ ମହିଳା ନିଖୋଜ ଘଟଣା: ଉଭୟ ଜୀବିତ ଉଦ୍ଧାର, ଏଯାଏଁ ଖୋଲିନି ଘଟଣାର ଗୁମର…

The Sakala Picture
Published On

କଟକ: କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ ମହିଳା ନିଖୋଜ ଘଟଣା । ଉଭୟ ଜୀବିତ ଉଦ୍ଧାର, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଲା ପୁଲିସ। ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଡେଇଁଥିଲେ। ଗତକାଲି ସନ୍ଧ୍ୟାରେ ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁପଡ଼ିଥିଲେ। ଉଭୟେ ସମ୍ପର୍କରେ ଶଳାଭାଉଜ ଓ ନଣନ୍ଦେଇ ହୋଇଥିବା ସୂଚନା। ହେଲେ ବର୍ତ୍ତମାନ ସୁଦ୍ଧା  ଘଟଣାର ସମ୍ପୂର୍ଣ୍ଣ ଗୁମର ଖୋଲିନି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

10 Aug 2024 By The Sakala

କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ ମହିଳା ନିଖୋଜ ଘଟଣା: ଉଭୟ ଜୀବିତ ଉଦ୍ଧାର, ଏଯାଏଁ ଖୋଲିନି ଘଟଣାର ଗୁମର…

କଟକ: କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ ମହିଳା ନିଖୋଜ ଘଟଣା । ଉଭୟ ଜୀବିତ ଉଦ୍ଧାର, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଲା ପୁଲିସ। ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଡେଇଁଥିଲେ। ଗତକାଲି ସନ୍ଧ୍ୟାରେ ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁପଡ଼ିଥିଲେ। ଉଭୟେ ସମ୍ପର୍କରେ ଶଳାଭାଉଜ ଓ ନଣନ୍ଦେଇ ହୋଇଥିବା ସୂଚନା। ହେଲେ ବର୍ତ୍ତମାନ ସୁଦ୍ଧା  ଘଟଣାର ସମ୍ପୂର୍ଣ୍ଣ ଗୁମର ଖୋଲିନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର