ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଡିଜିପି ଅଭୟ: ମାଓବାଦୀଙ୍କ ଗତିବିଧିକୁ ନେଇ ସମୀକ୍ଷା

The Sakala Picture
Published On

ଚିତ୍ରକୋଣ୍ଡା: ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ମାଓ ପ୍ରବଣ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ ଘନବେଢା ବିଏସଏଫ କ୍ୟାମ୍ପକୁ ଆଜି ମାଓ ଦମନ ତଥା ଉକ୍ତ ଅଞ୍ଚଳକୁ ମାଓ କବଳରୁ ମୁକ୍ତ କରିବାକୁ ବିମାନ ଯୋଗେ ପହଞ୍ଚିଛନ୍ତି ଓଡିଶା ଡିଜି ପୁଲିସ ଅଭୟ । ତାଙ୍କ ସହିତ ଆଇଜିପି ଅପରେସନ ଅମିତାଭ ଠାକୁର, ଆଇଜି ଇଣ୍ଟିଲଜେନସ ଲଳିତ ଦାସ , ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଙ୍ଗ ଓ ମାଲକାନଗିରି ଏସପି ପ୍ରହଲ୍ଲାଦ […]

ଚିତ୍ରକୋଣ୍ଡା: ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ମାଓ ପ୍ରବଣ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ ଘନବେଢା ବିଏସଏଫ କ୍ୟାମ୍ପକୁ ଆଜି ମାଓ ଦମନ ତଥା ଉକ୍ତ ଅଞ୍ଚଳକୁ ମାଓ କବଳରୁ ମୁକ୍ତ କରିବାକୁ ବିମାନ ଯୋଗେ ପହଞ୍ଚିଛନ୍ତି ଓଡିଶା ଡିଜି ପୁଲିସ ଅଭୟ । ତାଙ୍କ ସହିତ ଆଇଜିପି ଅପରେସନ ଅମିତାଭ ଠାକୁର, ଆଇଜି ଇଣ୍ଟିଲଜେନସ ଲଳିତ ଦାସ , ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଙ୍ଗ ଓ ମାଲକାନଗିରି ଏସପି ପ୍ରହଲ୍ଲାଦ ସହାୟି ମିନା ପହଞ୍ଚିବା ସହ ମାଓଗଡ଼ ସ୍ଥିତି ସମୀକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଡିଜିପିଙ୍କ କହିବା ଅନୁଯାୟୀ, ନକ୍ସଲ ବ୍ୟାକ୍ ଫୁଟରେ ଅଛନ୍ତି, ଜନସାଧାରଣ ତାଙ୍କୁ ଆଉ ସହଯୋଗ କରୁନାହାନ୍ତି । ଜନସାଧାରଣ ନକ୍ସଲକୁ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି । ମାଓବାଦୀ ମାନେ ବାଟ ନ ପାଇ ଆମ ଯବାନ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି ।  ଆମ ଯବାନ ମାନେ କଡା ଜବାବ ଦେଉଛନ୍ତି । ମାଓବାଦୀ ମାନଙ୍କ ପାଇଁ ବାର୍ତ୍ତା ସେମାନଙ୍କ ରାସ୍ତା ତାଙ୍କର ପ୍ରଭାବ ନାହିଁ ସେମାନେ ହିଂଶା ଛାଡ଼ି ମୁଖ୍ୟ ଶ୍ରୋତରେ ସାମିଲ ହୁଅନ୍ତୁ । ଲୋକଙ୍କୁ ସୁରକ୍ଷା ଦେବା ଏବଂ ଉକ୍ତ ଅଞ୍ଚଳରେ ଉନ୍ନୟନ ମୂଳକ କାମକୁ ଆଗେଇ ନେଇ ଅଞ୍ଚଳ ପ୍ରଗତି ପଥରେ ପୁଲିସ କାମ କରିଆସୁଛି। ଅଳ୍ପ କିଛି ଦୁର୍ଗମ ଅଞ୍ଚଳରେ ମାଓବାଦୀ ମାନେ ଲୁଚିଛପି ବୁଲୁଛନ୍ତି । ଖୁବ ଶୀଘ୍ର ଓଡିଶା ପୁଲିସ ଉକ୍ତ ଅଞ୍ଚଳ ମାଓମୁକ୍ତ କରିବାକୁ ରଣନୀତି ପ୍ରସ୍ତୁତ କରି ସାରିଛି। ଯବାନଙ୍କ ସହ ମିଶି ମନବଳ ବୃଦ୍ଧି କରିବା ସହ ମାଓ ଦମନ ନେଇ ଉଛ ସ୍ତରୀୟ ଅଧିକାରୀଙ୍କ ସମୀକ୍ଷା ସହ ଉକ୍ତ ଅଞ୍ଚଳରେ ଶାନ୍ତିପୂର୍ଣ ପଞ୍ଚାୟତ ନିର୍ବାଚନ ହେବ କୌଣସି ଅସୁବିଧା ହେବନାହିଁ। ଓଡିଶାାରେ ମାଓ ଦମନ କ୍ଷେତ୍ରରେ ଓଡିଶା ପୁଲିସ ଭଲ କାମ ପଦର୍ଶନ କରି ଦ୍ରୁତ ଗତିରେ ଆଗେଇ ଚାଲିଛି। ଉକ୍ତ ଅଞ୍ଚର ଶହ ଶହ ଜନସାଧାରଣ ମଧ୍ୟ ଆସି କ୍ୟାମ୍ପ ହେବା ଦ୍ଵାରା ଆମେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି ଏବଂ ଆନନ୍ଦ ଅନୁଭବ କରିଥିଲେ।

12 Dec 2021 By The Sakala

https://www.thesakala.in/latest-odisha-news/malkangiri/mao-operation-in-swabhiman-area/article-7544
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର