ମାନବିକତାର ପରିଚୟ ଦେଲେ ବିଏସଏଫ ଯବାନ: ରୋଗୀକୁ ୧୨ କିମି ଖଟିଆରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

The Sakala Picture
Published On

ଖଇରପୁଟ: ମାଲକାନଗିରି ଜିଲ୍ଲା ଖଇରପୁଟ ସ୍ଥିତ ୧୫୧ ବିଏସଏଫ ବାଟାଲିୟନର ଯବାନ ମାନେ କମ୍ବିଂ ଅପେରେସନ ସାରି ଫେରୁଥିବା ବେଳେ କଦମଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାବୁଗୁଡା ଗ୍ରାମ ଠାରେ ପହଞ୍ଚି ଜଣେ ୭୦ ବର୍ଷୀୟ ବୃଦ୍ଧ ଦାମୋଦର ଶିଷା ଜ୍ୱରରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବା ଜାଣିବାକୁ ପାଇଥିଲେ । ବୃଦ୍ଧ ଜଣଙ୍କୁ ନିକଟସ୍ଥ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ନ ଥିଲା ବେଳେ ବୃଦ୍ଧ ଜଣକ […]

ଖଇରପୁଟ: ମାଲକାନଗିରି ଜିଲ୍ଲା ଖଇରପୁଟ ସ୍ଥିତ ୧୫୧ ବିଏସଏଫ ବାଟାଲିୟନର ଯବାନ ମାନେ କମ୍ବିଂ ଅପେରେସନ ସାରି ଫେରୁଥିବା ବେଳେ କଦମଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାବୁଗୁଡା ଗ୍ରାମ ଠାରେ ପହଞ୍ଚି ଜଣେ ୭୦ ବର୍ଷୀୟ ବୃଦ୍ଧ ଦାମୋଦର ଶିଷା ଜ୍ୱରରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବା ଜାଣିବାକୁ ପାଇଥିଲେ । ବୃଦ୍ଧ ଜଣଙ୍କୁ ନିକଟସ୍ଥ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ନ ଥିଲା ବେଳେ ବୃଦ୍ଧ ଜଣକ ନିଜେ ପାଦରେ ଚାଲି ଆସିବା ପାଇଁ ଅସମର୍ଥ ଥିଲେ । ଏହି ଅବସରରେ ବିଏସଏଫ ଯବାନ ମାନେ ଉକ୍ତ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଏକ ଖଟିଆ ସାହାଯ୍ୟରେ ଭାର କରି ଡାବୁଗୁଡା ଠାରୁ ଦିର୍ଘ ୧୨ କିଲୋମିଟର କାନ୍ଧରେ ବୋହି ଆଣି ଖଇରପୁଟ ଡାକ୍ତରଖାନାରେ ପହଞ୍ଚାଇଥିଲେ ଓ ଏହାପରେ ଡାକ୍ତର ମାନେ ଉକ୍ତ ବୃଦ୍ଧଙ୍କୁ ଚିକିତ୍ସା କରିଥିଲେ। ବିଏସଏଫ ଯବାନ ମାନଙ୍କ ଏଭଳି ମାନବିକତା କାର୍ଯ୍ଯକୁ ଅଞ୍ଚଳ ବାସୀ ପ୍ରସଂଶା କରିଛନ୍ତି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

30 Sep 2022 By The Sakala

ମାନବିକତାର ପରିଚୟ ଦେଲେ ବିଏସଏଫ ଯବାନ: ରୋଗୀକୁ ୧୨ କିମି ଖଟିଆରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

ଖଇରପୁଟ: ମାଲକାନଗିରି ଜିଲ୍ଲା ଖଇରପୁଟ ସ୍ଥିତ ୧୫୧ ବିଏସଏଫ ବାଟାଲିୟନର ଯବାନ ମାନେ କମ୍ବିଂ ଅପେରେସନ ସାରି ଫେରୁଥିବା ବେଳେ କଦମଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାବୁଗୁଡା ଗ୍ରାମ ଠାରେ ପହଞ୍ଚି ଜଣେ ୭୦ ବର୍ଷୀୟ ବୃଦ୍ଧ ଦାମୋଦର ଶିଷା ଜ୍ୱରରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବା ଜାଣିବାକୁ ପାଇଥିଲେ । ବୃଦ୍ଧ ଜଣଙ୍କୁ ନିକଟସ୍ଥ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ନ ଥିଲା ବେଳେ ବୃଦ୍ଧ ଜଣକ ନିଜେ ପାଦରେ ଚାଲି ଆସିବା ପାଇଁ ଅସମର୍ଥ ଥିଲେ । ଏହି ଅବସରରେ ବିଏସଏଫ ଯବାନ ମାନେ ଉକ୍ତ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଏକ ଖଟିଆ ସାହାଯ୍ୟରେ ଭାର କରି ଡାବୁଗୁଡା ଠାରୁ ଦିର୍ଘ ୧୨ କିଲୋମିଟର କାନ୍ଧରେ ବୋହି ଆଣି ଖଇରପୁଟ ଡାକ୍ତରଖାନାରେ ପହଞ୍ଚାଇଥିଲେ ଓ ଏହାପରେ ଡାକ୍ତର ମାନେ ଉକ୍ତ ବୃଦ୍ଧଙ୍କୁ ଚିକିତ୍ସା କରିଥିଲେ। ବିଏସଏଫ ଯବାନ ମାନଙ୍କ ଏଭଳି ମାନବିକତା କାର୍ଯ୍ଯକୁ ଅଞ୍ଚଳ ବାସୀ ପ୍ରସଂଶା କରିଛନ୍ତି ।

https://www.thesakala.in/latest-odisha-news/malkangiri/a-bsf-jawan-showed-his-humanity-by-carrying-the-patient-12-km-on-a-stretcher-to-the-hospital/article-15388
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର