ଏମ୍ସ କର୍ମଚାରୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥାନାରେ ଅଟକ

Madhusudan Das Picture
Published On

ଭୁବନେଶ୍ୱର: ସରକନ୍ତରା ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ମର୍ଡର କେସ ଘଟଣାରେ ଧରାପଡିଲା ଅଭିଯୁକ୍ତ । ମାଷ୍ଟରମାଇଣ୍ଡ ଶିବା ପ୍ରଧାନକୁ ଅଟକ ରଖିଛି ପୋଲିସ । ଶିବା ପ୍ରଧାନକୁ ମାରଣାସ୍ତ୍ର ସହ ଉଠାଇନେଲା ଖଣ୍ଡଗିରି ଥାନା ପୋଲିସ । ଅକ୍ଟୋବର ୧୩ ତାରିଖ ଦିନ ସୁଧାଂଶୁଙ୍କର ହୋଇଥିଲା ବିଭତ୍ସ ହତ୍ୟା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହୋଇଥିଲା ମର୍ଡର । ପୋଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା । ମର୍ଡର କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ଶିବା । ଶିବାକୁ ଧରିବା ଦାବିରେ ପୂର୍ବରୁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତକଙ୍କ ପରିବାର ଲୋକେ । ଶିବାକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ:  ଆଜି ଅଶୋକାଷ୍ଟମୀ, ରଥଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ

10 Nov 2025 By Madhusudan Das

ଏମ୍ସ କର୍ମଚାରୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥାନାରେ ଅଟକ

ଭୁବନେଶ୍ୱର: ସରକନ୍ତରା ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ମର୍ଡର କେସ ଘଟଣାରେ ଧରାପଡିଲା ଅଭିଯୁକ୍ତ । ମାଷ୍ଟରମାଇଣ୍ଡ ଶିବା ପ୍ରଧାନକୁ ଅଟକ ରଖିଛି ପୋଲିସ । ଶିବା ପ୍ରଧାନକୁ ମାରଣାସ୍ତ୍ର ସହ ଉଠାଇନେଲା ଖଣ୍ଡଗିରି ଥାନା ପୋଲିସ । ଅକ୍ଟୋବର ୧୩ ତାରିଖ ଦିନ ସୁଧାଂଶୁଙ୍କର ହୋଇଥିଲା ବିଭତ୍ସ ହତ୍ୟା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହୋଇଥିଲା ମର୍ଡର । ପୋଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା । ମର୍ଡର କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ଶିବା । ଶିବାକୁ ଧରିବା ଦାବିରେ ପୂର୍ବରୁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତକଙ୍କ ପରିବାର ଲୋକେ । ଶିବାକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର