ଡଙ୍ଗା ବୁଡ଼ି ୪ ନିଖୋଜ, ଅନ୍ୟ ୪ ଜଣ ପହଁରି ପହଁରି ପହଞ୍ଚିଲେ କୂଳରେ
କୋରାପୁଟ: ଡ଼ଙ୍ଗା ବୁଡି ୪ ନିଖୋଜ। କୋରପୁଟ ଜିଲ୍ଲା କୋଲାବ ଜଲଭଣ୍ଡାର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ୪ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ଉମ୍ବେଲଗ୍ରାମରୁ ଯାତ୍ରା ଦେଖି ନିଜ ଘରକୁ ସେମିଲିଗୁଡା ବ୍ଲକ ମୁଖିବିଡ଼ଇ ଗ୍ରାମକୁ ଫେରୁଥିବା ବେଳେ ଡ଼ଙ୍ଗାବୁଡି ଯାଇଥିଲା। ଡଙ୍ଗାରେ ୮ ଜଣ ରହିଥିଲେ। ତେବେ ୪ ଜଣ ଆରପାରିକୁ ପହଁରି ଜୀବନ ବଞ୍ଚାଇଥିବା ବେଳେ ଆଉ ୪ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।

13 Apr 2023
By The Sakala

⊕ https://www.thesakala.in/latest-odisha-news/koraput/the-boat-drowning-4-missing-and-another-4-swam-to-the-shore/article-20715