ବ୍ରେକଡାନ୍ସରେ ବସିବା ହେଲା କାଳ, ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ

The Sakala Picture
Published On

କୋଟପାଡ଼: ବ୍ରେକଡାନ୍ସ ଝୁଲାରେ ବସିବା ହେଲା କାଳ । ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ । କୋଟପାଡ଼ ସହରରେ ରଥଯାତ୍ରା ଅବସରରେ ମିନାବଜାରର ଆୟୋଜନ ହୋଇଛି । ବିଭିନ୍ନ ଖେଳ ସହ ବ୍ରେକଡ୍ୟାନ୍ସ ଖେଳର ବ୍ୟବସ୍ଥା ମଧ୍ୟ ହୋଇଛି । ଏହି ମିନାବଜାରରେ ପଡିଥିବା ବ୍ରେକଡେନ୍ସରେ ଖେଳର ମଜା ନେବାକୁ ଯାଇ ଏଥିରେ ବସିଥିବା ସମୟରେ କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ […]

କୋଟପାଡ଼: ବ୍ରେକଡାନ୍ସ ଝୁଲାରେ ବସିବା ହେଲା କାଳ । ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ । କୋଟପାଡ଼ ସହରରେ ରଥଯାତ୍ରା ଅବସରରେ ମିନାବଜାରର ଆୟୋଜନ ହୋଇଛି । ବିଭିନ୍ନ ଖେଳ ସହ ବ୍ରେକଡ୍ୟାନ୍ସ ଖେଳର ବ୍ୟବସ୍ଥା ମଧ୍ୟ ହୋଇଛି । ଏହି ମିନାବଜାରରେ ପଡିଥିବା ବ୍ରେକଡେନ୍ସରେ ଖେଳର ମଜା ନେବାକୁ ଯାଇ ଏଥିରେ ବସିଥିବା ସମୟରେ କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଝୁଲାରେ ବସି ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ ନାବାଳିକାଙ୍କର ହୃଦଘାତ ହୋଇଥିଲା । ପରେ ତାଙ୍କୁ କୋଟପାଟ ହସ୍ପିଟାଲକୁ ସଙ୍ଗେସଙ୍ଗେ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

03 Jul 2022 By The Sakala

ବ୍ରେକଡାନ୍ସରେ ବସିବା ହେଲା କାଳ, ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ

କୋଟପାଡ଼: ବ୍ରେକଡାନ୍ସ ଝୁଲାରେ ବସିବା ହେଲା କାଳ । ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ । କୋଟପାଡ଼ ସହରରେ ରଥଯାତ୍ରା ଅବସରରେ ମିନାବଜାରର ଆୟୋଜନ ହୋଇଛି । ବିଭିନ୍ନ ଖେଳ ସହ ବ୍ରେକଡ୍ୟାନ୍ସ ଖେଳର ବ୍ୟବସ୍ଥା ମଧ୍ୟ ହୋଇଛି । ଏହି ମିନାବଜାରରେ ପଡିଥିବା ବ୍ରେକଡେନ୍ସରେ ଖେଳର ମଜା ନେବାକୁ ଯାଇ ଏଥିରେ ବସିଥିବା ସମୟରେ କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଝୁଲାରେ ବସି ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ ନାବାଳିକାଙ୍କର ହୃଦଘାତ ହୋଇଥିଲା । ପରେ ତାଙ୍କୁ କୋଟପାଟ ହସ୍ପିଟାଲକୁ ସଙ୍ଗେସଙ୍ଗେ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ସୃଷ୍ଟି କରିଛି ।

https://www.thesakala.in/latest-odisha-news/koraput/heart-attack-while-playing-breakdance-in-koraput/article-12990
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର