ନଦୀରେ ଡଙ୍ଗାବୁଡ଼ି ୫ ନିଖୋଜ, ଭାସୁଥିବା ଅବସ୍ଥାରେ ଠାବ ହେଲା ଜଣଙ୍କ ମୃତଦେହ
କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇ ଯାଇଛନ୍ତି । ତେବେ ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳକୁ ପୁଲିସ , ଅଗ୍ନିଶମବାହିନୀ, ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନ୍ୟ ୪ ଜଣଙ୍କୁ ଖୋଜାଖୋଜି ଜାରି ରହିିଛି। ଠାବ ହୋଇଥିବା ମୃତକଙ୍କ ନାମ ଲାଲ୍ମଣି ସୀମା ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ
ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍ସିକ୍ ଲ୍ୟାବ୍ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ
28 Dec 2023
By The Sakala
ନଦୀରେ ଡଙ୍ଗାବୁଡ଼ି ୫ ନିଖୋଜ, ଭାସୁଥିବା ଅବସ୍ଥାରେ ଠାବ ହେଲା ଜଣଙ୍କ ମୃତଦେହ
କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇ ଯାଇଛନ୍ତି । ତେବେ ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳକୁ ପୁଲିସ , ଅଗ୍ନିଶମବାହିନୀ, ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନ୍ୟ ୪ ଜଣଙ୍କୁ ଖୋଜାଖୋଜି ଜାରି ରହିିଛି। ଠାବ ହୋଇଥିବା ମୃତକଙ୍କ ନାମ ଲାଲ୍ମଣି ସୀମା ବୋଲି ଜଣାପଡ଼ିଛି।
⊕ https://www.thesakala.in/latest-odisha-news/koraput/5-missing-in-boat-sinking-in-river-body-of-one-was-found-floating/article-28680