ବଜ୍ରପାତରେ ୭ ଗାଈଙ୍କ ମୃତ୍ଯୁ

The Sakala Picture
Published On

ବୈପାରୀଗୁଡା: ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚିପକୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବ୍ରଜପାତରେ ୭ ଗାଈଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ସମସ୍ତ ଗାଈଙ୍କୁ ନେଇ ଗାଈ ଚରାଳୀ ଗାଁ ପାଖ ପଡିଆକୁ ଚରାଇବାକୁ ନେଇଥିଲେ । ଗାଈ ଚରୁ ଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା।  ଘଟଣା ସ୍ଥଳରେ ହିଁ ୭ଟି ଗାଈଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି ।

24 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର