ସଡକ ଦୁର୍ଘଟଣାରେ ଗୃହରକ୍ଷୀଙ୍କ ମୃତ୍ୟୁ

The Sakala Picture
Published On

ଖୋର୍ଦ୍ଧା,: ବାଲୁଗାଁ ଥାନା ନାଭାଲ ଛକରେ ଘଟିଛି ଦୁର୍ଘଟଣା। ସଡକ ଦୁର୍ଘଟଣାରେ ବାଲୁଗାଁ ଥାନାର ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି । ମୃତ ହୋମଗାର୍ଡ ହେଉଛନ୍ତି ଜଗତ ଜୀବନ ସେଠୀ। ସେ ଏକ ବାଇକ୍ ଯୋଗେ ଖଲ୍ଲିକୋଟରୁ ବାଲୁଗାଁ ଆସୁଥିବା ବେଳେ ୧୬ନଂ ଜାତୀୟ ରାଜପଥର ନାଭାଲ ଛକରେ ଏକ ଟ୍ରକ ତାଙ୍କୁ ପଛ ପଟୁ ଧକ୍କା ହୋଇଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଦମକଳ ବାହିନୀ ବାଲୁଗାଁ ମେଡିକାଲକୁ ଅଣିଥିଲା ମାତ୍ର ଡାକ୍ତର ସେଠାରେ ହୋମଗାର୍ଡଙ୍କୁ […]

ଖୋର୍ଦ୍ଧା,: ବାଲୁଗାଁ ଥାନା ନାଭାଲ ଛକରେ ଘଟିଛି ଦୁର୍ଘଟଣା। ସଡକ ଦୁର୍ଘଟଣାରେ ବାଲୁଗାଁ ଥାନାର ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି । ମୃତ ହୋମଗାର୍ଡ ହେଉଛନ୍ତି ଜଗତ ଜୀବନ ସେଠୀ। ସେ ଏକ ବାଇକ୍ ଯୋଗେ ଖଲ୍ଲିକୋଟରୁ ବାଲୁଗାଁ ଆସୁଥିବା ବେଳେ ୧୬ନଂ ଜାତୀୟ ରାଜପଥର ନାଭାଲ ଛକରେ ଏକ ଟ୍ରକ ତାଙ୍କୁ ପଛ ପଟୁ ଧକ୍କା ହୋଇଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଦମକଳ ବାହିନୀ ବାଲୁଗାଁ ମେଡିକାଲକୁ ଅଣିଥିଲା ମାତ୍ର ଡାକ୍ତର ସେଠାରେ ହୋମଗାର୍ଡଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବାଲୁଗାଁ-ନାଭାଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

18 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର