ବାଘ ଛାଲ ଡିଲ ବେଳେ ଏସଟିଏଫର ଚଢ଼ାଉ, ଜଣେ ଗିରଫ

The Sakala Picture
Published On

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ହଜ ଗାଁରେ ଏସଟିଏଫର ଚଢ଼ାଉ । ବାଘ ଛାଲ ଡିଲ ବେଳେ ଏସଟିଏଫ ଚଢ଼ାଉ କରିଛି । ଏହି ଚଢଉ ବେଳେ ଜଙ୍କିଆର ଉମେଶ ରଥଙ୍କୁ ଗିରଫ କରିଛ STF । ବନ୍ୟ ଜନ୍ତୁ ଆଇନ ଅଧୀନରେ STF କେସ ନମ୍ବର ୩୦ ରେ ମାମଲା ରୁଜୁ ହୋଇଛି।  ଡିଲ ସମ୍ପର୍କରେ ପୂର୍ବରୁ ସୂଚନା ପାଇଥିଲା ଟାସ୍କଫୋର୍ସ । ଯୋଜନା ଅନୁଯୟୀ ଛଦ୍ମ ବେଶରେ ଚଢ଼ାଉ କରିଥିଲେ STF ଅଧିକାରୀ । ସୂଚନା […]

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ହଜ ଗାଁରେ ଏସଟିଏଫର ଚଢ଼ାଉ । ବାଘ ଛାଲ ଡିଲ ବେଳେ ଏସଟିଏଫ ଚଢ଼ାଉ କରିଛି । ଏହି ଚଢଉ ବେଳେ ଜଙ୍କିଆର ଉମେଶ ରଥଙ୍କୁ ଗିରଫ କରିଛ STF । ବନ୍ୟ ଜନ୍ତୁ ଆଇନ ଅଧୀନରେ STF କେସ ନମ୍ବର ୩୦ ରେ ମାମଲା ରୁଜୁ ହୋଇଛି।  ଡିଲ ସମ୍ପର୍କରେ ପୂର୍ବରୁ ସୂଚନା ପାଇଥିଲା ଟାସ୍କଫୋର୍ସ । ଯୋଜନା ଅନୁଯୟୀ ଛଦ୍ମ ବେଶରେ ଚଢ଼ାଉ କରିଥିଲେ STF ଅଧିକାରୀ ।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

ସୂଚନା ଅନୁଯାୟୀ, ଉମେଶ ରଥ ପୂର୍ବରୁ ଚୋରା ବନ୍ଧୁକ, ବ୍ରାଉନସୁଗର, ଚୋରା କାଠ, ଲୁଟ, ଡକାୟତି ଭଳି ସାଙ୍ଘାତିକ ଅପରାଧରେ ଜଡିତଥିଲା। ଉମେଶଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ରୁଜୁ କରାଯାଇ ଜେଲ ପଠାଯାଇଛି।

05 Dec 2022 By The Sakala

ବାଘ ଛାଲ ଡିଲ ବେଳେ ଏସଟିଏଫର ଚଢ଼ାଉ, ଜଣେ ଗିରଫ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ହଜ ଗାଁରେ ଏସଟିଏଫର ଚଢ଼ାଉ । ବାଘ ଛାଲ ଡିଲ ବେଳେ ଏସଟିଏଫ ଚଢ଼ାଉ କରିଛି । ଏହି ଚଢଉ ବେଳେ ଜଙ୍କିଆର ଉମେଶ ରଥଙ୍କୁ ଗିରଫ କରିଛ STF । ବନ୍ୟ ଜନ୍ତୁ ଆଇନ ଅଧୀନରେ STF କେସ ନମ୍ବର ୩୦ ରେ ମାମଲା ରୁଜୁ ହୋଇଛି।  ଡିଲ ସମ୍ପର୍କରେ ପୂର୍ବରୁ ସୂଚନା ପାଇଥିଲା ଟାସ୍କଫୋର୍ସ । ଯୋଜନା ଅନୁଯୟୀ ଛଦ୍ମ ବେଶରେ ଚଢ଼ାଉ କରିଥିଲେ STF ଅଧିକାରୀ ।

ସୂଚନା ଅନୁଯାୟୀ, ଉମେଶ ରଥ ପୂର୍ବରୁ ଚୋରା ବନ୍ଧୁକ, ବ୍ରାଉନସୁଗର, ଚୋରା କାଠ, ଲୁଟ, ଡକାୟତି ଭଳି ସାଙ୍ଘାତିକ ଅପରାଧରେ ଜଡିତଥିଲା। ଉମେଶଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ରୁଜୁ କରାଯାଇ ଜେଲ ପଠାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର