ଜାତୀୟ ରାଜପଥ ଉପରେ ଜଳିଗଲା ‘ଆମ ବସ’

The Sakala Picture
Published On

ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ନିକଟ ଗଡଖୋର୍ଦ୍ଧା ଛକରେ ଜଳିଗଲା ଚଳନ୍ତା ଆମ ବାସ। ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ବେଳେ ବସଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ସୂଚନା ମୁତାବକ ମଧ୍ଯାହ୍ନ ୧୨ଟା ସମୟରେ ଏକ ଆମ ବସ ଜଗତପୁରରୁ ଖୋର୍ଦ୍ଧା ଆସୁଥିଲା। ବସ୍‌ରେ  ୩୦ରୁ ଊର୍ଦ୍ଧ୍ବ […]

ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ନିକଟ ଗଡଖୋର୍ଦ୍ଧା ଛକରେ ଜଳିଗଲା ଚଳନ୍ତା ଆମ ବାସ। ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ବେଳେ ବସଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ମିଳିଥିବା ସୂଚନା ମୁତାବକ ମଧ୍ଯାହ୍ନ ୧୨ଟା ସମୟରେ ଏକ ଆମ ବସ ଜଗତପୁରରୁ ଖୋର୍ଦ୍ଧା ଆସୁଥିଲା। ବସ୍‌ରେ  ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ଗଡଖୋର୍ଦ୍ଧା ଛକରେ ହଠାତ ବସ ସମ୍ମୁଖ ଇଞ୍ଜିନରୁ ଧୂଆଁ ବାହାରି ହଠାତ ଜଳିବାକୁ ଲାଗିଲା। ଡ୍ରାଇଭର ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୩ଟିମ ପହଞ୍ଚି ନିଆଁକୁ ଲିଭାଇ ଥିଲେ। ବସ ସମ୍ପର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ବାରମ୍ବାର ଆମ ବସ ଅଘଟଣ ଘଟିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

21 Aug 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର