ମହାପ୍ରଭୁଙ୍କ ପାଖରେ ଖେଚୁଡ଼ି ଭୋଗ ହେବ ଅର୍ପଣ ରଥରୁ ସଂଗୃହିତ ଚାଉଳ, ମାଗଣାରେ ଭକ୍ତଙ୍କୁ କରାଯିବ ବଣ୍ଟନ

The Sakala Picture
Published On

ପୁରୀ: ଅର୍ପଣ ରଥରୁ ସଂଗୃହିତ ଚାଉଳର ମାନ ନିର୍ଦ୍ଧାରଣ କରାଯାଇ ଏହାକୁ ଶ୍ରୀମନ୍ଦିରରେ ଖେଚୁଡ଼ି ଭୋଗ କରାଯିବ। ମାନ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ସୁଆର, ମହାସୁଆର ନିଯୋଗ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ରହିଛନ୍ତି। ଆଗାମୀ ରବିବାରଠାରୁ ମାନ ନିର୍ଦ୍ଧାରଣ ହୋଇଥିବା ଚାଉଳରେ ୩୦ ରୁ ୫୦ ହାଣ୍ଡି ଖେଚୁଡ଼ି ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବ। ସିଂହଦ୍ୱାର ବ୍ୟତିତ ତିନି […]

ପୁରୀ: ଅର୍ପଣ ରଥରୁ ସଂଗୃହିତ ଚାଉଳର ମାନ ନିର୍ଦ୍ଧାରଣ କରାଯାଇ ଏହାକୁ ଶ୍ରୀମନ୍ଦିରରେ ଖେଚୁଡ଼ି ଭୋଗ କରାଯିବ। ମାନ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ସୁଆର, ମହାସୁଆର ନିଯୋଗ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ରହିଛନ୍ତି। ଆଗାମୀ ରବିବାରଠାରୁ ମାନ ନିର୍ଦ୍ଧାରଣ ହୋଇଥିବା ଚାଉଳରେ ୩୦ ରୁ ୫୦ ହାଣ୍ଡି ଖେଚୁଡ଼ି ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ସିଂହଦ୍ୱାର ବ୍ୟତିତ ତିନି ଦ୍ୱାରରେ ଭକ୍ତମାନଙ୍କୁ ପ୍ରତିଦିନ ଏହି ଖେଚୁଡ଼ି ଭୋଗ ବଣ୍ଟାଯିବ । ସେହିପରି ପ୍ରତି ୭ ଦିନରେ ଥରେ ବଂଟନ ବ୍ୟବସ୍ଥାର ଯାଂଚ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସଂପାଦକ ସୂଚନା ଦେଇଛନ୍ତି । ଏ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ବୁଲିଥିବା ଅର୍ପଣ ରଥରୁ ସଂଗୃହତି ହୋଇଥିଲା ଏହି ଚାଉଳ ।

ଆହୁରି ପଢ଼ନ୍ତୁ: ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ କାଉପଡ଼ା 'RI'ଙ୍କୁ ଧରିଲା ଭିଜିଲାନ୍ସ

02 Feb 2024 By The Sakala

ମହାପ୍ରଭୁଙ୍କ ପାଖରେ ଖେଚୁଡ଼ି ଭୋଗ ହେବ ଅର୍ପଣ ରଥରୁ ସଂଗୃହିତ ଚାଉଳ, ମାଗଣାରେ ଭକ୍ତଙ୍କୁ କରାଯିବ ବଣ୍ଟନ

ପୁରୀ: ଅର୍ପଣ ରଥରୁ ସଂଗୃହିତ ଚାଉଳର ମାନ ନିର୍ଦ୍ଧାରଣ କରାଯାଇ ଏହାକୁ ଶ୍ରୀମନ୍ଦିରରେ ଖେଚୁଡ଼ି ଭୋଗ କରାଯିବ। ମାନ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ସୁଆର, ମହାସୁଆର ନିଯୋଗ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ରହିଛନ୍ତି। ଆଗାମୀ ରବିବାରଠାରୁ ମାନ ନିର୍ଦ୍ଧାରଣ ହୋଇଥିବା ଚାଉଳରେ ୩୦ ରୁ ୫୦ ହାଣ୍ଡି ଖେଚୁଡ଼ି ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବ।

ସିଂହଦ୍ୱାର ବ୍ୟତିତ ତିନି ଦ୍ୱାରରେ ଭକ୍ତମାନଙ୍କୁ ପ୍ରତିଦିନ ଏହି ଖେଚୁଡ଼ି ଭୋଗ ବଣ୍ଟାଯିବ । ସେହିପରି ପ୍ରତି ୭ ଦିନରେ ଥରେ ବଂଟନ ବ୍ୟବସ୍ଥାର ଯାଂଚ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସଂପାଦକ ସୂଚନା ଦେଇଛନ୍ତି । ଏ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ବୁଲିଥିବା ଅର୍ପଣ ରଥରୁ ସଂଗୃହତି ହୋଇଥିଲା ଏହି ଚାଉଳ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର