ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ, ଚୁଚୁନ୍ଦ୍ରା କାମୁଡିଥିବା ଭାବି ଗୁରୁତ୍ୱ ଦେଇନଥିଲେ

The Sakala Picture
Published On

ପାଟଣା: ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡି ଦେବା ଫଳରେ ଗ୍ରାମ ଗୋବିନ୍ଦ ମୁଣ୍ଡାଙ୍କ ସ୍ତ୍ରୀ ପାଙ୍ଗଲା ମୁଣ୍ଡା(୪୦) ଙ୍କ ମୃତ୍ୟୁ ଘଟିଛି। ରାତିରେ ପରିବାର ଲୋକେ ଚୁଚୁନ୍ଦ୍ରା କାମୁଡିଥିବା ଭାବି ଗୁରୁତ୍ୱ ଦେଇନଥିଲେ ହେଲେ ଆଜି ସକାଳୁ ସେ ନଉଠିବାରୁ ତାଙ୍କୁ ପାଟଣା ଡାକ୍ତରଖାନାକୁ ଆଣି ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା […]

ପାଟଣା: ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡି ଦେବା ଫଳରେ ଗ୍ରାମ ଗୋବିନ୍ଦ ମୁଣ୍ଡାଙ୍କ ସ୍ତ୍ରୀ ପାଙ୍ଗଲା ମୁଣ୍ଡା(୪୦) ଙ୍କ ମୃତ୍ୟୁ ଘଟିଛି। ରାତିରେ ପରିବାର ଲୋକେ ଚୁଚୁନ୍ଦ୍ରା କାମୁଡିଥିବା ଭାବି ଗୁରୁତ୍ୱ ଦେଇନଥିଲେ ହେଲେ ଆଜି ସକାଳୁ ସେ ନଉଠିବାରୁ ତାଙ୍କୁ ପାଟଣା ଡାକ୍ତରଖାନାକୁ ଆଣି ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଭଉଣୀ ଭିଣୋଇଙ୍କ ମଧ୍ୟରେ ଝଗଡାର ସମାଧାନ କରିବାକୁ ଆସି ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର