ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଏସଟିଏଫର ଚଢାଉ: ହାତୀଦାନ୍ତ ଜବତ, ୨ ଗିରଫ

The Sakala Picture
Published On

କେନ୍ଦୁଝର: ଏସଟିଏଫ ଦ୍ଵାରା କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ପାଟୁଙ୍ଗ-କଲଣ୍ଡା ରାସ୍ତାରୁ ୫ କେଜି ୬ ଶହ ଗ୍ରାମ ଓଜନର ୨ଟି ହାତୀଦାନ୍ତ ଜବତ କରାଯାଇଛି। ଏଥି ସହିତ ହାତୀ ଦାନ୍ତ କାରବାର ମାମଲାରେ ୨ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ସୂଚବା ଅନୁଯାୟା, ହାତୀ ଦାନ୍ତ କାର ବାରର ଖବର ପାଇ ଏସଟିଏଫ ପରିସ୍ଥିତି ଉପରେ ନଜର ରଖିଥିଲା। ହାତୀଦାନ୍ତ ବିକ୍ରି କରିବା ପାଇଁ ପର୍ଜନପୁର ଗାଁର ରମାକାନ୍ତ ପ୍ରଧାନ ପାଟୁଙ୍ଗ-କଲଣ୍ଡା ରାସ୍ତାରେ ଠିଆ […]

କେନ୍ଦୁଝର: ଏସଟିଏଫ ଦ୍ଵାରା କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ପାଟୁଙ୍ଗ-କଲଣ୍ଡା ରାସ୍ତାରୁ ୫ କେଜି ୬ ଶହ ଗ୍ରାମ ଓଜନର ୨ଟି ହାତୀଦାନ୍ତ ଜବତ କରାଯାଇଛି। ଏଥି ସହିତ ହାତୀ ଦାନ୍ତ କାରବାର ମାମଲାରେ ୨ ଜଣଙ୍କୁ ବନ ବିଭାଗ ଗିରଫ କରିଛି।

ସୂଚବା ଅନୁଯାୟା, ହାତୀ ଦାନ୍ତ କାର ବାରର ଖବର ପାଇ ଏସଟିଏଫ ପରିସ୍ଥିତି ଉପରେ ନଜର ରଖିଥିଲା। ହାତୀଦାନ୍ତ ବିକ୍ରି କରିବା ପାଇଁ ପର୍ଜନପୁର ଗାଁର ରମାକାନ୍ତ ପ୍ରଧାନ ପାଟୁଙ୍ଗ-କଲଣ୍ଡା ରାସ୍ତାରେ ଠିଆ ହୋଇଥିବା ବେଳେ ଏସଟିଏଫ ତାଙ୍କୁ କାବୁ କରି କେନ୍ଦୁଝର ବନ ବିଭାଗକୁ ହସ୍ତାନ୍ତର କରିଥିଲା । ଏହାପରେ କେନ୍ଦୁଝର ବନ ବିଭାଗ ପର୍ଜନପୁର ଗାଁର ଅନାମ ମୁଣ୍ଡା ଏହି ଘଟଣାରେ ସଂପୃକ୍ତ ଥିବା ସୂଚନା ପାଇ ତାକୁ ଗିରଫ କରିଥିଲା । ଅନ୍ୟ ପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଯଥାଶୀଘ୍ର ଗିରଫ କରାଯିବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡ଼ି ପ୍ରକାଶ କରିଛନ୍ତି।

27 Feb 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର