ଲୋକସଭା ପ୍ରାର୍ଥୀ ଚୟନକୁ ନେଇ କେନ୍ଦୁଝର କଂଗ୍ରେସରେ ବିଦ୍ରୋହ
କେନ୍ଦୁଝର: କେନ୍ଦୁଝର କଂଗ୍ରେସରେ ବିଦ୍ରୋହ। ଜିଲ୍ଲା ସଭାପତି ସମେତ ସମୂହ ପଦବୀରୁ ଇସ୍ତଫା ଦେଲେ କଂଗ୍ରେସ ନେତୃବୃନ୍ଦ। ଜିଲ୍ଲା କମିଟିକୁ ଉପେକ୍ଷା କରି ମନଇଛା ଲୋକସଭା ପ୍ରାର୍ଥୀ ଘୋଷଣାକୁ ବିରୋଧ। କଂଗ୍ରେସ ଦଳ ପକ୍ଷରୁ ଲୋକସଭା ସାଂସଦ ଭାବେ ମୋହନ ହେମ୍ବ୍ରମଙ୍କ ପ୍ରାର୍ଥୀତ୍ୱକୁ ବିରୋଧକରି କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ସମେତ ଏକାଧିକ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସାମୁହିକ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି […]
କେନ୍ଦୁଝର: କେନ୍ଦୁଝର କଂଗ୍ରେସରେ ବିଦ୍ରୋହ। ଜିଲ୍ଲା ସଭାପତି ସମେତ ସମୂହ ପଦବୀରୁ ଇସ୍ତଫା ଦେଲେ କଂଗ୍ରେସ ନେତୃବୃନ୍ଦ। ଜିଲ୍ଲା କମିଟିକୁ ଉପେକ୍ଷା କରି ମନଇଛା ଲୋକସଭା ପ୍ରାର୍ଥୀ ଘୋଷଣାକୁ ବିରୋଧ। କଂଗ୍ରେସ ଦଳ ପକ୍ଷରୁ ଲୋକସଭା ସାଂସଦ ଭାବେ ମୋହନ ହେମ୍ବ୍ରମଙ୍କ ପ୍ରାର୍ଥୀତ୍ୱକୁ ବିରୋଧକରି କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ସମେତ ଏକାଧିକ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସାମୁହିକ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ମୋହନ ପରିଡା। ଏଥିସହ ରାଜ୍ୟ ମହିଳା କଂଗ୍ରେସର ଉପସଭାପତି ସଙ୍ଗିତା ସିଂହ ଓ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଓ ସପାଦକ ସଂଗ୍ରାମ ଦାସ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି।