ପିପିଳିଆ ନିକଟ ଜାତୀୟ ରାଜପଥ ୨୦ରେ ହାତୀପଲ, ଗାଡି ମୋଟର ଚଳାଚଳ ପ୍ରଭାବିତ

The Sakala Picture
Published On

କେନ୍ଦୁଝର : କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ପିପିଳିଆ ନିକଟରେ ୨୩ ଟିକିଆ ହାତୀପଲ ଏପଟ ସେପଟ ହେଉଥିବାରୁ କିଛି ସମୟ ପାଇଁ ଗାଡିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପଟରେ ଶହଶହ ଗାଡି ଅଟକି ରହିଛି। ଘଟଣା ସ୍ଥଳରେ ବନ ବିଭାଗ,ଗଜ ସାଥି,ହାତୀ ସ୍କ୍ବାଡ ହାତୀ ମାନଙ୍କର ଗତିବିଧି ଅନୁଧ୍ୟାନ କରିଛନ୍ତି। ହାତୀ ପାଖକୁ ନଯିବାକୁ ବନ ବିଭାଗ ଲୋକଙ୍କୁ ସତର୍କ କରୁଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର