ଶିଶୁ ମୃତ୍ୟୁକୁ ନେଇ ବିବାଦ ପରେ କେନ୍ଦୁଝର ସିଡିଏମଓଙ୍କୁ ନବରଙ୍ଗପୁର ବଦଳି

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ସିଡିଏମଓ ସୁଜାତାରାଣୀ ମିଶ୍ରଙ୍କର ନବରଙ୍ଗପୁର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡା. କିଶୋର ପୃଷ୍ଟିଙ୍କୁ କେନ୍ଦୁଝର ସିଡିଏମଓ ନିଯୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଗୁରୁବାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କିଛିଦିନ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ବିବାଦରେ ଥିଲେ। ତେଣୁ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଏଡିଏମଓ ଡାକ୍ତର କିଶୋର ପୃଷ୍ଟିଙ୍କୁ କେନ୍ଦୁଝର ସିଡିଏମଓ ଭାବେ ଅବସ୍ଥାପିତ […]

କେନ୍ଦୁଝର: କେନ୍ଦୁଝର ସିଡିଏମଓ ସୁଜାତାରାଣୀ ମିଶ୍ରଙ୍କର ନବରଙ୍ଗପୁର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡା. କିଶୋର ପୃଷ୍ଟିଙ୍କୁ କେନ୍ଦୁଝର ସିଡିଏମଓ ନିଯୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଗୁରୁବାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କିଛିଦିନ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ବିବାଦରେ ଥିଲେ। ତେଣୁ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଏଡିଏମଓ ଡାକ୍ତର କିଶୋର ପୃଷ୍ଟିଙ୍କୁ କେନ୍ଦୁଝର ସିଡିଏମଓ ଭାବେ ଅବସ୍ଥାପିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

22 Sep 2022 By The Sakala

ଶିଶୁ ମୃତ୍ୟୁକୁ ନେଇ ବିବାଦ ପରେ କେନ୍ଦୁଝର ସିଡିଏମଓଙ୍କୁ ନବରଙ୍ଗପୁର ବଦଳି

କେନ୍ଦୁଝର: କେନ୍ଦୁଝର ସିଡିଏମଓ ସୁଜାତାରାଣୀ ମିଶ୍ରଙ୍କର ନବରଙ୍ଗପୁର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡା. କିଶୋର ପୃଷ୍ଟିଙ୍କୁ କେନ୍ଦୁଝର ସିଡିଏମଓ ନିଯୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଗୁରୁବାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କିଛିଦିନ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ବିବାଦରେ ଥିଲେ। ତେଣୁ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଏଡିଏମଓ ଡାକ୍ତର କିଶୋର ପୃଷ୍ଟିଙ୍କୁ କେନ୍ଦୁଝର ସିଡିଏମଓ ଭାବେ ଅବସ୍ଥାପିତ କରାଯାଇଛି।

https://www.thesakala.in/latest-odisha-news/kendujhar/keonjhar-cdmo-has-been-shifted-to-nabarangpur/article-15183
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର