ଛୁଆକୁ ଛାଡ଼ି ଝୁଲିପଡ଼ିଲେ ବାପାମାଆ…

The Sakala Picture
Published On

କେନ୍ଦୁଝର: ପାରିବାରିକ କଳହକୁ ନେଇ ଦମ୍ପତିଙ୍କ ଆତ୍ମହତ୍ୟା ସନ୍ଦେହ। ଗଛରୁ ସ୍ୱାମୀ ଓ ସ୍ତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ଘଟିଛି ଏଭିଳି ଅଘଟଣ। ଘର ନିକଟରେ ଥିବା ଆକାଶିଆ ଜଙ୍ଗଲର ଏକ ଗଛରେ ଝୁଲି ପଡିଛନ୍ତ ଦମ୍ପତି। ମୃତକ ସ୍ଥାନୀୟ ଯୋଗୀମଠ ଗ୍ରାମର ରଇବୁ ମୁଣ୍ଡା ଓ ଗୌରୀ ମୁଣ୍ଡା । ଉଭୟଙ୍କର ଏକ ୫ମାସର ଶିଶୁକନ୍ୟା ରହିଛି। କେଉଁ କାରଣକୁ ନେଇ ଏଭଳି ଘଟଣା ଘଟିଲା […]

କେନ୍ଦୁଝର: ପାରିବାରିକ କଳହକୁ ନେଇ ଦମ୍ପତିଙ୍କ ଆତ୍ମହତ୍ୟା ସନ୍ଦେହ। ଗଛରୁ ସ୍ୱାମୀ ଓ ସ୍ତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ଘଟିଛି ଏଭିଳି ଅଘଟଣ। ଘର ନିକଟରେ ଥିବା ଆକାଶିଆ ଜଙ୍ଗଲର ଏକ ଗଛରେ ଝୁଲି ପଡିଛନ୍ତ ଦମ୍ପତି। ମୃତକ ସ୍ଥାନୀୟ ଯୋଗୀମଠ ଗ୍ରାମର ରଇବୁ ମୁଣ୍ଡା ଓ ଗୌରୀ ମୁଣ୍ଡା । ଉଭୟଙ୍କର ଏକ ୫ମାସର ଶିଶୁକନ୍ୟା ରହିଛି। କେଉଁ କାରଣକୁ ନେଇ ଏଭଳି ଘଟଣା ଘଟିଲା ସ୍ପଷ୍ଟ ଜଣା ପଡ଼ି ନ ଥିବାବେଳେ ପୁଲିସର ତଦନ୍ତ ଜାରି ରହିଛି।

31 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର