ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

The Sakala Picture
Published On

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତ ଅଧିନସ୍ଥ ବାଲିଯୋଡି ଗ୍ରାମର ଜଣେ ମହିଳାଙ୍କg ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଓଷା ନାୟକ(୫୨)। ସେ ନିଜ ଝିଅ ତ୍ରିବେଣୀ ନାୟକଙ୍କ ଘର ଆକୁଳ ପଞ୍ଚାୟତ ବାଲେଶ୍ଵର ଗ୍ରାମକୁ ଆସିଥିଲେ। ମଙ୍ଗଳବାର ରାତିରେ ଖାଇପିଇ ଘର ଚଟାଣ ଉପରେ ସୋଇଥିଲେ। ତାଙ୍କୁ କେତେବେଳେ ବିଷାକ୍ତ ସାପ ଆସି ହାତ ଆଙ୍ଗୁଠିରେ କାମୁଡ଼ି ଦେଇଥିଲା । ସେ ଜାଣି ପାରି […]

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତ ଅଧିନସ୍ଥ ବାଲିଯୋଡି ଗ୍ରାମର ଜଣେ ମହିଳାଙ୍କg ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଓଷା ନାୟକ(୫୨)। ସେ ନିଜ ଝିଅ ତ୍ରିବେଣୀ ନାୟକଙ୍କ ଘର ଆକୁଳ ପଞ୍ଚାୟତ ବାଲେଶ୍ଵର ଗ୍ରାମକୁ ଆସିଥିଲେ। ମଙ୍ଗଳବାର ରାତିରେ ଖାଇପିଇ ଘର ଚଟାଣ ଉପରେ ସୋଇଥିଲେ। ତାଙ୍କୁ କେତେବେଳେ ବିଷାକ୍ତ ସାପ ଆସି ହାତ ଆଙ୍ଗୁଠିରେ କାମୁଡ଼ି ଦେଇଥିଲା । ସେ ଜାଣି ପାରି ନ ଥିଲେ। ସକାଳୁ ସେ ବିଛଣାରୁ ନ ଉଠିବାରୁ ଜ୍ୱାଇଁ ନିର୍ମଳ ନାୟକ ଦେଖିଲେ ତାଙ୍କ ଶାଶୁ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମହିଳାଙ୍କ ମୃତ୍ୟୁ ଖବର ଜାଣିବା ପରେ ତେଲକୋଇ ପୋଲିସ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

04 Aug 2021 By The Sakala

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତ ଅଧିନସ୍ଥ ବାଲିଯୋଡି ଗ୍ରାମର ଜଣେ ମହିଳାଙ୍କg ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଓଷା ନାୟକ(୫୨)। ସେ ନିଜ ଝିଅ ତ୍ରିବେଣୀ ନାୟକଙ୍କ ଘର ଆକୁଳ ପଞ୍ଚାୟତ ବାଲେଶ୍ଵର ଗ୍ରାମକୁ ଆସିଥିଲେ। ମଙ୍ଗଳବାର ରାତିରେ ଖାଇପିଇ ଘର ଚଟାଣ ଉପରେ ସୋଇଥିଲେ। ତାଙ୍କୁ କେତେବେଳେ ବିଷାକ୍ତ ସାପ ଆସି ହାତ ଆଙ୍ଗୁଠିରେ କାମୁଡ଼ି ଦେଇଥିଲା । ସେ ଜାଣି ପାରି ନ ଥିଲେ। ସକାଳୁ ସେ ବିଛଣାରୁ ନ ଉଠିବାରୁ ଜ୍ୱାଇଁ ନିର୍ମଳ ନାୟକ ଦେଖିଲେ ତାଙ୍କ ଶାଶୁ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମହିଳାଙ୍କ ମୃତ୍ୟୁ ଖବର ଜାଣିବା ପରେ ତେଲକୋଇ ପୋଲିସ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିଛି।

https://www.thesakala.in/latest-odisha-news/kendujhar/woman-dies-of-snakebite-2/article-4367
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର