ବିଷାକ୍ତ ସାପ କାମୁଡ଼ାରେ ନାବାଳିକା ମୃତ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ପଞ୍ଚାୟତର ବାଙ୍କପାଟୁଳି ଠାରେ ଜଣେ ନାବାଳିକା ଖେଳୁ ଥିବାବେଳେ ବିଷାକ୍ତ ସାପ କାମୁଡ଼ାରେ ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକା ବାଙ୍କପାଟୁଳି ଗ୍ରାମର ଭୀମସେନ ସାହୁଙ୍କ ଝିଅ ମାମୁନି ସାହୁ(୫) । ସେ ମଧ୍ୟାହ୍ନରେ ଘର ଅଗଣାରେ ଖେଳୁଥିବାବେଳେ ତାଙ୍କୁ ସାପ କାମୁଡି ଦେଇଥିଲା। ଏହା ଜଣାପଡିବା ପରେ ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନବଳିକାକୁ ମୃତ ଘୋଷ।ଣା କରିଥିଲେ। ଘଟଣାଟି […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ପଞ୍ଚାୟତର ବାଙ୍କପାଟୁଳି ଠାରେ ଜଣେ ନାବାଳିକା ଖେଳୁ ଥିବାବେଳେ ବିଷାକ୍ତ ସାପ କାମୁଡ଼ାରେ ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକା ବାଙ୍କପାଟୁଳି ଗ୍ରାମର ଭୀମସେନ ସାହୁଙ୍କ ଝିଅ ମାମୁନି ସାହୁ(୫) । ସେ ମଧ୍ୟାହ୍ନରେ ଘର ଅଗଣାରେ ଖେଳୁଥିବାବେଳେ ତାଙ୍କୁ ସାପ କାମୁଡି ଦେଇଥିଲା। ଏହା ଜଣାପଡିବା ପରେ ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନବଳିକାକୁ ମୃତ ଘୋଷ।ଣା କରିଥିଲେ। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର