କେନ୍ଦ୍ରାପଡ଼ାର ଠାକୁରପାଟଣା ୟୁକୋ ବ୍ୟାଙ୍କ ATMରୁ ଦୁର୍ବୁତ୍ତମାନେ କିଭଳି ଟଙ୍କା ଲୁଟ୍ କରୁଛନ୍ତି, ଦେଖନ୍ତୁ ତାହାର Exclusive ଭିଡିଓ…

The Sakala Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଧୀନ ଠାକୁରପାଟଣା ୟୁକୋ ବ୍ୟାଙ୍କ ଏଟିଏମରୁ ଗତମାସ ୧୮ ତାରିଖ ରାତି ୧ଟା ୨୦ରେ ୩ ଦୁର୍ବୃତ୍ତ ୯ ଲକ୍ଷ ୨୨ ହଜାର ନଗଦ ଟଙ୍କା ସହିତ ୟୁପିଏସ ଏବଂ ବ୍ୟାଟେରୀ ଚୋରି କରି ନେଇ ଯାଇଥିଲେ । ଏଟିଏମରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ନିଆଁ ଲଗାଇ ଦୁର୍ବୃତ୍ତ ଏଟିଏମକୁ ପୋଡି ଦେଇଥିଲେ । ବ୍ୟାଙ୍କ ସମ୍ମୁଖରେ ଥିବା ଏହି ଏଟିଏମରୁ […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଧୀନ ଠାକୁରପାଟଣା ୟୁକୋ ବ୍ୟାଙ୍କ ଏଟିଏମରୁ ଗତମାସ ୧୮ ତାରିଖ ରାତି ୧ଟା ୨୦ରେ ୩ ଦୁର୍ବୃତ୍ତ ୯ ଲକ୍ଷ ୨୨ ହଜାର ନଗଦ ଟଙ୍କା ସହିତ ୟୁପିଏସ ଏବଂ ବ୍ୟାଟେରୀ ଚୋରି କରି ନେଇ ଯାଇଥିଲେ । ଏଟିଏମରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ନିଆଁ ଲଗାଇ ଦୁର୍ବୃତ୍ତ ଏଟିଏମକୁ ପୋଡି ଦେଇଥିଲେ । ବ୍ୟାଙ୍କ ସମ୍ମୁଖରେ ଥିବା ଏହି ଏଟିଏମରୁ ଚୋରି ହେବା ଘଟଣା ସମସ୍ତଙ୍କୁ ସେତେବେଳେ ଚକିତ କରିଥିଲା । ଏଟିଏମରୁ ଟଙ୍କା ଲୁଟ ସମୟର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ବ୍ୟାଙ୍କରେ ଲଗାଯାଇଥିବା ସିସିଟିଭିରେ ୩ ଦୁର୍ବୃତ୍ତ କିଭଳି ଏଟିଏମ ଭିତରେ ପଶି ଲକ୍ଷାଧିକ ଟଙ୍କା ଲୁଟିବା ସହ ଏଟିଏମରେ ନିଆଁ ଲଗେଇଦେଉଛନ୍ତି ତାହାର ଭିଡିଓ କ୍ୟାମେରାରେ କଏଦ୍ ହୋଇଛି । ଏଣେତେଣେ ଅନାଇ ୨ ଜଣ ଏଟିଏମ ଭିତରେ ପଶୁଛନ୍ତି। ଅନ୍ୟ ଜଣେ କିଭଳି ବାହାରେ ଜଗି ରହୁଛି ତାହା ଦେଖିବାକୁ ମିଳିଛି । ନିମ୍ନରେ ଦେଖନ୍ତୁ ଏଟିଏମ ଲୁଟର Exclusive ଭିଡିଓ…

11 Jul 2023 By The Sakala

କେନ୍ଦ୍ରାପଡ଼ାର ଠାକୁରପାଟଣା ୟୁକୋ ବ୍ୟାଙ୍କ ATMରୁ ଦୁର୍ବୁତ୍ତମାନେ କିଭଳି ଟଙ୍କା ଲୁଟ୍ କରୁଛନ୍ତି, ଦେଖନ୍ତୁ ତାହାର Exclusive ଭିଡିଓ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଧୀନ ଠାକୁରପାଟଣା ୟୁକୋ ବ୍ୟାଙ୍କ ଏଟିଏମରୁ ଗତମାସ ୧୮ ତାରିଖ ରାତି ୧ଟା ୨୦ରେ ୩ ଦୁର୍ବୃତ୍ତ ୯ ଲକ୍ଷ ୨୨ ହଜାର ନଗଦ ଟଙ୍କା ସହିତ ୟୁପିଏସ ଏବଂ ବ୍ୟାଟେରୀ ଚୋରି କରି ନେଇ ଯାଇଥିଲେ । ଏଟିଏମରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ନିଆଁ ଲଗାଇ ଦୁର୍ବୃତ୍ତ ଏଟିଏମକୁ ପୋଡି ଦେଇଥିଲେ । ବ୍ୟାଙ୍କ ସମ୍ମୁଖରେ ଥିବା ଏହି ଏଟିଏମରୁ ଚୋରି ହେବା ଘଟଣା ସମସ୍ତଙ୍କୁ ସେତେବେଳେ ଚକିତ କରିଥିଲା । ଏଟିଏମରୁ ଟଙ୍କା ଲୁଟ ସମୟର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ବ୍ୟାଙ୍କରେ ଲଗାଯାଇଥିବା ସିସିଟିଭିରେ ୩ ଦୁର୍ବୃତ୍ତ କିଭଳି ଏଟିଏମ ଭିତରେ ପଶି ଲକ୍ଷାଧିକ ଟଙ୍କା ଲୁଟିବା ସହ ଏଟିଏମରେ ନିଆଁ ଲଗେଇଦେଉଛନ୍ତି ତାହାର ଭିଡିଓ କ୍ୟାମେରାରେ କଏଦ୍ ହୋଇଛି । ଏଣେତେଣେ ଅନାଇ ୨ ଜଣ ଏଟିଏମ ଭିତରେ ପଶୁଛନ୍ତି। ଅନ୍ୟ ଜଣେ କିଭଳି ବାହାରେ ଜଗି ରହୁଛି ତାହା ଦେଖିବାକୁ ମିଳିଛି । ନିମ୍ନରେ ଦେଖନ୍ତୁ ଏଟିଏମ ଲୁଟର Exclusive ଭିଡିଓ…

https://www.thesakala.in/latest-odisha-news/kendrapara/exclusive-video-of-how-miscreants-are-looting-money-from-a-atm-in-kendrapara/article-23403
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର