ଅର୍ବାନ ବ୍ୟାଙ୍କ ଆଳି ଶାଖା ପକ୍ଷରୁ ଗ୍ରାହକ ସେବା ସମ୍ମିଳନୀ ଅନୁଷ୍ଠିତ

The Sakala Picture
Published On

ଆଳି: କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଆଳି ଶାଖା ପକ୍ଷରୁ ୨୪ତମ ଜୟନ୍ତୀ ପାଳନ ଅବସରରେ ଏକ ଗ୍ରାହକ ସେବା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଆଳି ଶାଖା ପରିଚାଳକ ସଂଗ୍ରାମ କେଶରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାହକ ସେବା ସମ୍ମିଳନୀରେ ସିଇଓ ରାଜୀବ ଲୋଚନ ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ ଶାଖା ପରିଚାଳକ ସୁରେଶ ଚନ୍ଦ୍ର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ବ୍ୟାଙ୍କର ସଦସ୍ୟ ତଥା ଗ୍ରାହକ ମାନେ କିପରି ବ୍ୟାଙ୍କରୁ […]

ଆଳି: କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଆଳି ଶାଖା ପକ୍ଷରୁ ୨୪ତମ ଜୟନ୍ତୀ ପାଳନ ଅବସରରେ ଏକ ଗ୍ରାହକ ସେବା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଆଳି ଶାଖା ପରିଚାଳକ ସଂଗ୍ରାମ କେଶରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାହକ ସେବା ସମ୍ମିଳନୀରେ ସିଇଓ ରାଜୀବ ଲୋଚନ ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ ଶାଖା ପରିଚାଳକ ସୁରେଶ ଚନ୍ଦ୍ର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ବ୍ୟାଙ୍କର ସଦସ୍ୟ ତଥା ଗ୍ରାହକ ମାନେ କିପରି ବ୍ୟାଙ୍କରୁ ଉତ୍ତମ ସେବା ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରିବା ସହିତ ଶାଖା ବ୍ୟାଙ୍କ ମାନଙ୍କୁ କିପରି ଅଧିକ ଉନ୍ନତିର, ଅଧିକ ଉଚ୍ଚମାନର ସେବା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ବ୍ୟାଙ୍କ ସଭ୍ୟ ମାନଙ୍କ ପରାମର୍ଶ ଲୋଡିଥିଲେ। ଉପସ୍ଥିତ ଥିବା ବ୍ୟାଙ୍କ ସଭ୍ୟ, ଜନସାଧାରଣ ଓ ବ୍ୟାଙ୍କ ସଭ୍ୟମାନେ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରି ସମାଧାନ କିପରି ହୋଇପାରିବ ମତାମତ ଦେଇଥିଲେ । ଆଳି ଶାଖା ଅର୍ବାନ ବ୍ୟାଙ୍କ ଖେତ୍ରାଧିକରି ବିଶ୍ୱରଂଜନ ଲେଙ୍କା ଓ ସିନିୟର୍‌ କର୍ମଚାରୀ ମନୋଜ କୁମାର ମହାନ୍ତି ଶିବିର ପରିଚାଳନା କରିବା ସହିତ ଏହି ବୈଠକଟିକୁ ସଫଳ କରିବାରେ ସହାୟତା କରିଥିଲେ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

12 Mar 2023 By The Sakala

https://www.thesakala.in/latest-odisha-news/kendrapara/customer-service-conference-organized-by-urban-bank-kendrapara-ali-branch/article-19738
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର