ରାସ୍ତାରେ କଥା ହୋଇ ଯାଉଥିବା ବେଳେ ମୋବାଇଲ ଝାମ୍ପିନେଲେ ଦୁର୍ବୃତ୍ତ
କେନ୍ଦ୍ରାପଡା: ରାସ୍ତାରେ କଥାବାର୍ତ୍ତା ହୋଇ ଯାଉଥିବାବେଳେ ହାତରୁ ମୋବାଇଲ ଝାମ୍ପି ନେବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କେନ୍ଦ୍ରାପଡା ପାଣ୍ଡିରି ଅଞ୍ଚଳର ଶିବନାରାୟଣ ବଳିଆଘାଟକୁ ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଦ୍ରୁତ ଗତିରେ ବାଇକରେ ଆସି ଅଭିଯୋଗକାରୀଙ୍କ ହାତରୁ ମୋବାଇଲ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ୫୦୫/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

10 Sep 2021
By The Sakala

https://www.thesakala.in/latest-odisha-news/kendrapara/took-his-mobile-phone-while-talking-on-the-street/article-5328