ସୈତାନ୍ ସ୍ୱାମୀ: ସ୍ତ୍ରୀର ତଣ୍ଟିଚିପି ମାରିଦେଲା ସ୍ୱାମୀ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଗାଁରେ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ ନିଜ ସ୍ତ୍ରୀର ବେକକୁ ବିଦ୍ୟୁତ ତାର ଗୁଡ଼ାଇ ତଣ୍ଟି ଚିପି ହତ୍ୟା କରିଛି। ଅଭିଯୁକ୍ତ ସ୍ୱାମୀ ଜୟରାମ ମାଝୀ ଅଟକ ରଖିଛି ପୁଲିସ । ମୃତକ ହେଲେ ଉର୍ମିଳା ମାଝୀ । ସୂଚନା ଅନୁଯାୟୀ, ଜୟରାମ ଓ ଉର୍ମିଳାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହୁଏ। ଗତକାଲି ବି କୌଣସି କାରଣକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଗାଁରେ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ ନିଜ ସ୍ତ୍ରୀର ବେକକୁ ବିଦ୍ୟୁତ ତାର ଗୁଡ଼ାଇ ତଣ୍ଟି ଚିପି ହତ୍ୟା କରିଛି। ଅଭିଯୁକ୍ତ ସ୍ୱାମୀ ଜୟରାମ ମାଝୀ ଅଟକ ରଖିଛି ପୁଲିସ । ମୃତକ ହେଲେ ଉର୍ମିଳା ମାଝୀ ।
ସୂଚନା ଅନୁଯାୟୀ, ଜୟରାମ ଓ ଉର୍ମିଳାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହୁଏ। ଗତକାଲି ବି କୌଣସି କାରଣକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜୟରାମ ଉର୍ମିଳାଙ୍କ ବେକରେ ଏକ ବିଦ୍ୟୁତ ତାର ଗୁଡ଼ାଇ ଟାଣି ଦେଇଥିଲା। ଫଳରେ ଘଟଣାସ୍ଥାଳରେ ଉର୍ମିଳାଙ୍କ ମୃତ୍ୟୁ ଘଟିଥିଲା। କଣ୍ଟାବାଞ୍ଜି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।