ଟ୍ରକ୍-ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ

The Sakala Picture
Published On

ବାଲିଗୁଡ଼ା /କୋଟଗଡ: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ନୂଆଗାଁ ନିକଟରେ ଏକ ବାଇକ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା ଘଟିଛି।  ଫଳରେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ବାଇକ ଚାଳକ ଜଣଙ୍କ ହେଲେ ତୁମୁଡିବନ୍ଧ ବ୍ଲକ ଗୁମା ଗ୍ରାମର ବୃନ୍ଦାବନ ଜାନୀ। ସୂଚନା ଅନୁଯାୟୀ, ବୃନ୍ଦାବନ ଜାନୀ ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ଶଢୁ ସହ ଦୁଇଟି ବାଇକରେ ଯାଉଥିଲେ। ହେଲେ କୋଟଗଡର ନୂଆଗାଁ ନିକଟରେ […]

ବାଲିଗୁଡ଼ା /କୋଟଗଡ: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ନୂଆଗାଁ ନିକଟରେ ଏକ ବାଇକ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା ଘଟିଛି।  ଫଳରେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ବାଇକ ଚାଳକ ଜଣଙ୍କ ହେଲେ ତୁମୁଡିବନ୍ଧ ବ୍ଲକ ଗୁମା ଗ୍ରାମର ବୃନ୍ଦାବନ ଜାନୀ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସୂଚନା ଅନୁଯାୟୀ, ବୃନ୍ଦାବନ ଜାନୀ ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ଶଢୁ ସହ ଦୁଇଟି ବାଇକରେ ଯାଉଥିଲେ। ହେଲେ କୋଟଗଡର ନୂଆଗାଁ ନିକଟରେ ହଠାତ ଏକ ମାଲବାହୀ ଟ୍ରକ ଡାହାଣ ଆଡୁ ମାଡି ଆସି ଜୋରରେ ବାଡେଇ ହେବା ଫଳରେ ଘଟଣା ସ୍ଥଳରେ ବୃନ୍ଦାବନଙ୍କ ମୃତ୍ୟୁ ଘଟିବା ସହ ବୃନ୍ଦାବନଙ୍କ ବାଇକଟି ଟ୍ରକରେ ଲାଗି ପ୍ରାୟ ୩ କିଲୋମିଟର କୋଟଗଡ ପାହାଡି ଢ଼ାବା ପର୍ଯ୍ଯନ୍ତ ଘୋସାଡି ହୋଇ ଯାଇଥିଲା। ସେଠାରୁ ଟ୍ରକ ଚାଳକ ଫେରାର ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଧୀରାଜ ଲେଙ୍କା ପହଞ୍ଚି ଟ୍ରକକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

01 Jul 2021 By The Sakala

ଟ୍ରକ୍-ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ

ବାଲିଗୁଡ଼ା /କୋଟଗଡ: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ନୂଆଗାଁ ନିକଟରେ ଏକ ବାଇକ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା ଘଟିଛି।  ଫଳରେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ବାଇକ ଚାଳକ ଜଣଙ୍କ ହେଲେ ତୁମୁଡିବନ୍ଧ ବ୍ଲକ ଗୁମା ଗ୍ରାମର ବୃନ୍ଦାବନ ଜାନୀ।

ସୂଚନା ଅନୁଯାୟୀ, ବୃନ୍ଦାବନ ଜାନୀ ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ଶଢୁ ସହ ଦୁଇଟି ବାଇକରେ ଯାଉଥିଲେ। ହେଲେ କୋଟଗଡର ନୂଆଗାଁ ନିକଟରେ ହଠାତ ଏକ ମାଲବାହୀ ଟ୍ରକ ଡାହାଣ ଆଡୁ ମାଡି ଆସି ଜୋରରେ ବାଡେଇ ହେବା ଫଳରେ ଘଟଣା ସ୍ଥଳରେ ବୃନ୍ଦାବନଙ୍କ ମୃତ୍ୟୁ ଘଟିବା ସହ ବୃନ୍ଦାବନଙ୍କ ବାଇକଟି ଟ୍ରକରେ ଲାଗି ପ୍ରାୟ ୩ କିଲୋମିଟର କୋଟଗଡ ପାହାଡି ଢ଼ାବା ପର୍ଯ୍ଯନ୍ତ ଘୋସାଡି ହୋଇ ଯାଇଥିଲା। ସେଠାରୁ ଟ୍ରକ ଚାଳକ ଫେରାର ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଧୀରାଜ ଲେଙ୍କା ପହଞ୍ଚି ଟ୍ରକକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର