ଛତିଶଗଡ଼ର ମାଓବାଦୀ ଓଡ଼ିଶା ପୁଲିସ ପାଖରେ କଲେ ଆତ୍ମସମର୍ପଣ
ଫୁଲବାଣୀ: କନ୍ଧମାଳ ଏସପିଙ୍କ ନିକଟରେ ବାସଦାରା ଘୁମୁସର ନାଗାବଳୀ ଡିଭିଜନର ମାଓ କ୍ୟାଡର ରାହୁଲ ମୂଷାକି(ପିଣ୍ଟୁ) ଆତ୍ମ ସମର୍ପଣ କରିିଛନ୍ତି। ରାହୁଲ ମୂଷାକି ଘର ଛତିଶଗଡ଼ର ସୁକୁମା ଜିଲ୍ଲାର କଣ୍ଟା ଥାନା ଅନ୍ତର୍ଗତ ଯେଜରୁଗୁଣ୍ଡା ପଞ୍ଚାୟତରେ। ସେ ୨୦୧୫ ମସିହରୁ ମାଓ ସଂଗଠନରେ ଜଡ଼ିତ ବିବିନ୍ନ ମାଓ କାର୍ଯ୍ୟ କଳାପରେ ଲିପ୍ତ ଥିଲା। ୨୦୧୭ ରୁ ଜିଲ୍ଲାର ବିଭିନ୍ନ ହିଂସାରେ ସାମିଲ ଥିବା ସୂଚନା ଦେଇଛନ୍ତି ଏସ ପି ବିନିତ୍ ଅଗ୍ରୱାଲ। ଓଡ଼ିଶାରେ ମାଓ ପ୍ରଭାବକୁ ଆହୁରି […]
ଫୁଲବାଣୀ: କନ୍ଧମାଳ ଏସପିଙ୍କ ନିକଟରେ ବାସଦାରା ଘୁମୁସର ନାଗାବଳୀ ଡିଭିଜନର ମାଓ କ୍ୟାଡର ରାହୁଲ ମୂଷାକି(ପିଣ୍ଟୁ) ଆତ୍ମ ସମର୍ପଣ କରିିଛନ୍ତି। ରାହୁଲ ମୂଷାକି ଘର ଛତିଶଗଡ଼ର ସୁକୁମା ଜିଲ୍ଲାର କଣ୍ଟା ଥାନା ଅନ୍ତର୍ଗତ ଯେଜରୁଗୁଣ୍ଡା ପଞ୍ଚାୟତରେ। ସେ ୨୦୧୫ ମସିହରୁ ମାଓ ସଂଗଠନରେ ଜଡ଼ିତ ବିବିନ୍ନ ମାଓ କାର୍ଯ୍ୟ କଳାପରେ ଲିପ୍ତ ଥିଲା। ୨୦୧୭ ରୁ ଜିଲ୍ଲାର ବିଭିନ୍ନ ହିଂସାରେ ସାମିଲ ଥିବା ସୂଚନା ଦେଇଛନ୍ତି ଏସ ପି ବିନିତ୍ ଅଗ୍ରୱାଲ।
ଓଡ଼ିଶାରେ ମାଓ ପ୍ରଭାବକୁ ଆହୁରି ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ୱାନ ଜଣାଇଛନ୍ତି। ସେଥିପାଇଁ ଆକର୍ଷଣୀୟ ପ୍ୟାକେଜ୍ ରହିଛି ଓ ଏହା ବି ଦେଶରେ ଶ୍ରେଷ୍ଠ। ଅନ୍ୟଥା ସେମାନେ ଯଦି ହିଂସା ଆଚରଣ କରନ୍ତି, ତେବେ ସରକାର ଦମନ କରିବାକୁ ପଛଘୁଞ୍ଚା ଦେବେ ନାହିଁ ।