ଡାକ୍ତରଙ୍କ ଅମାନୁଷିକ କାଣ୍ଡ: ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

The Sakala Picture
Published On

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ହସ୍ପିଟାଲରେ ଡାକ୍ତରଙ୍କ ଉନ୍ମତ୍ତକାଣ୍ଡ । ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡାକ୍ତର । ମାଡ଼ ମାରିବା ବେଳର ଭିଡ଼ିଓ ହୋଇଛି ଭାଇରାଲ । ଡାକ୍ତରଙ୍କୁ ଚାକିରିରୁ ବହିସ୍କାର ପାଇଁ ଧାରଣାରେ ବସିଛନ୍ତି ଲୋକେ । ଜାତୀୟ ରାଜପଥ ୧୩୦-ସିକୁ ଅବରୋଧ ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଡାକ୍ତର ଶୈଳେଶ କୁମାର ଦୋରାଙ୍କୁ ପୁଲିସ ଅଟକ ରଖିଛି । ଗତକାଲି ରାତିରେ ଡ୍ୟୁଟିରେ ଥିବା ଡାକ୍ତର […]

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ହସ୍ପିଟାଲରେ ଡାକ୍ତରଙ୍କ ଉନ୍ମତ୍ତକାଣ୍ଡ । ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡାକ୍ତର । ମାଡ଼ ମାରିବା ବେଳର ଭିଡ଼ିଓ ହୋଇଛି ଭାଇରାଲ । ଡାକ୍ତରଙ୍କୁ ଚାକିରିରୁ ବହିସ୍କାର ପାଇଁ ଧାରଣାରେ ବସିଛନ୍ତି ଲୋକେ । ଜାତୀୟ ରାଜପଥ ୧୩୦-ସିକୁ ଅବରୋଧ ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଡାକ୍ତର ଶୈଳେଶ କୁମାର ଦୋରାଙ୍କୁ ପୁଲିସ ଅଟକ ରଖିଛି । ଗତକାଲି ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଶୈଳେଶ କୁମାର ଦୋରା କୌଣସି କଥାକୁ ନେଇ ରୋଗୀଙ୍କୁ ମାଡ଼ ମାରିଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସୂଚନା ଅନୁସାରେ, ଗୋଗୀ ଜଣଙ୍କ ପେଟରେ ଯନ୍ତ୍ରଣା ପାଇଁ ଚିକିତ୍ସାଳୟ ଯାଇଥିଲେ । ତେବେ ସେଠାରେ ଥିବା ଡାକ୍ତର ଜଣଙ୍କ ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହୋଇଛି । ଜଦିଓ କାରଣ ସ୍ପଷ୍ଟ ହୋଇ ନଥିଲା ତେବେ ଡାକ୍ତରକୁ ଅଟକ ରଖିଛି ପୋଲିସ ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

14 Mar 2022 By The Sakala

ଡାକ୍ତରଙ୍କ ଅମାନୁଷିକ କାଣ୍ଡ: ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ହସ୍ପିଟାଲରେ ଡାକ୍ତରଙ୍କ ଉନ୍ମତ୍ତକାଣ୍ଡ । ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡାକ୍ତର । ମାଡ଼ ମାରିବା ବେଳର ଭିଡ଼ିଓ ହୋଇଛି ଭାଇରାଲ । ଡାକ୍ତରଙ୍କୁ ଚାକିରିରୁ ବହିସ୍କାର ପାଇଁ ଧାରଣାରେ ବସିଛନ୍ତି ଲୋକେ । ଜାତୀୟ ରାଜପଥ ୧୩୦-ସିକୁ ଅବରୋଧ ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଡାକ୍ତର ଶୈଳେଶ କୁମାର ଦୋରାଙ୍କୁ ପୁଲିସ ଅଟକ ରଖିଛି । ଗତକାଲି ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଶୈଳେଶ କୁମାର ଦୋରା କୌଣସି କଥାକୁ ନେଇ ରୋଗୀଙ୍କୁ ମାଡ଼ ମାରିଥିଲେ ।

ସୂଚନା ଅନୁସାରେ, ଗୋଗୀ ଜଣଙ୍କ ପେଟରେ ଯନ୍ତ୍ରଣା ପାଇଁ ଚିକିତ୍ସାଳୟ ଯାଇଥିଲେ । ତେବେ ସେଠାରେ ଥିବା ଡାକ୍ତର ଜଣଙ୍କ ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହୋଇଛି । ଜଦିଓ କାରଣ ସ୍ପଷ୍ଟ ହୋଇ ନଥିଲା ତେବେ ଡାକ୍ତରକୁ ଅଟକ ରଖିଛି ପୋଲିସ ।

https://www.thesakala.in/latest-odisha-news/kalahandi/the-doctor-beat-the-patient-who-had-come-for-treatment/article-9951
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର